Browsing Tag

balangir news

ଓଏଏସ ପାଇଥିବା ନୀହାରିକା ଝାଙ୍କରଙ୍କୁ କେଉଁଟ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତବର୍ଷ ଓଡିଶା ସିଭିଲସର୍ଭିସ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ନୀହାରିକା ଝାଙ୍କରଙ୍କୁ ତାଙ୍କ ନିଜ ଜାତି ସମାଜ ପଶ୍ଚିମ ଓଡିଶା କେଉଁଟ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବଲାଙ୍ଗିର ଶାନ୍ତିପଡାଠାରେ ରହୁଥିବା ନୀହାରିକାଙ୍କ ଘରକୁ ଯାଇ ପଶ୍ଚିମ…
Read More...

ପଶ୍ଚିମ ଓଡିଶା ମହିଳା ସଂଗଠନ ଦ୍ୱାରା କୁଷ୍ଠରୋଗୀଙ୍କୁ ହୁଇଲ ଚେଆର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଷ୍ଠ ରୋଗୀମାନେ ରୋଗରେ ଅଙ୍ଗ ହରାଇବା ଫଳରେ ଦୈନନ୍ଦିନ ଜୀବନରେ ଯାତାୟତ କରିବା ପାଇଁ ଖୁବ କଷ୍ଟ ଭୋଗୁଛନ୍ତି । ତାଙ୍କର କଷ୍ଟ ଲାଘବ କରିବା ପାଇଁ ଆଜି ପୁଇଁନ୍ତଳା ବ୍ଲକ ସ୍ଥିତ ନାରାୟଣ କୋଲିନୀଠାରେ ବସବାସ କରୁଥିବା କୁଷ୍ଠରୋଗୀଙ୍କୁ ପଶ୍ଚିମ ଓଡିଶା ମହିଳା…
Read More...

ନେହେରୁ ଯୁବ କେନ୍ଦ୍ର ଦ୍ୱାରା ମେରା ମାଟି ମେରା ଦେଶ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶ ସ୍ୱାଧୀନର ୭୫ ବର୍ଷ ପୁର୍ତ୍ତି ଅବସରରେ ସାରା ଭାରତ ଆଜାଦି କା ଅମୃତ ମହୋତ୍ସବ ପାଳନ ହୋଇଅଛି, ଏହି ଅବସରରେ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଆରମ୍ଭ ହୋଇ ଏହା ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି…
Read More...

ବିଶ୍ୱ ଆଦିବାସୀ ଦିବସ ପାଳନ ଉତ୍ସବରେ ଯୋଗଦେଲେ ନରସିଂହ

ଶିକ୍ଷା ହିଁ ଆଦିବାସୀଙ୍କ ବିକାଶର ଚାବିକାଠି : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀଙ୍କ ପ୍ରତ୍ୟେକଟି ପରମ୍ପରା ହେଉଛି ତାଙ୍କ ନିଜସ୍ୱ ଆଇନ । ଏହାକୁ କେହି ବଦଳାଇ ପାରିବେ ନାହିଁ । ଆଦିବାସୀ ହେଉଛନ୍ତି ଦେଶର ମୂଳ ଅଧିବାସୀ । ଦେଶର ଜଙ୍ଗଲ, ପାଣି ପବନ ଓ ପ୍ରକୃତି ଉପରେ…
Read More...

ଓଷ୍ଟା ବଲାଙ୍ଗିର ଜିଲ୍ଲା ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସମାବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ଘ.୧୧ ସମୟରେ ଓଷ୍ଟା ବଲାଙ୍ଗିର ଜିଲ୍ଲା ତରଫରୁ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଶତାଧିକ ଶିକ୍ଷକ, ଶିକ୍ଷା କର୍ମଚାରୀବୃନ୍ଦଙ୍କ ସମାବେଶ…
Read More...

ବଲାଙ୍ଗିର କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳ ୧୦ ଘଣ୍ଟା ସମୟରେ ବଲାଙ୍ଗିର କଂଗ୍ରେସର କ୍ରାନ୍ତି ଦିବସ ପାଳନ କରିଛି । କଂଗ୍ରେସ ଭବନରେ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ମହାତ୍ମା ଗାନ୍ଧୀଙ୍କ ସହ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱାଧୀନତା…
Read More...

ବିଶ୍ୱ ଆଦିବାସୀ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୌରାଞ୍ଚଳରେ ବସବାସ କରୁଥିବା ସମସ୍ତ ଆଦିବାସୀ ପରିବାର ୨୯ତମ ବିଶ୍ୱ ଆଦିବାସୀ ଦିବସ ସ୍ଥାନୀୟ ଟାଉନ ହଲଠାରେ ପାଳିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଆଦିବାସୀ କଳା ସଂସ୍କୃତି ପରମ୍ପରା ବିଷୟରେ…
Read More...

କ୍ରାନ୍ତୀ ଦିବସ ଅବସରରେ ଶ୍ରମିକଙ୍କ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଡାକରାରେ ବଲାଙ୍ଗିରରେ ମଧ୍ୟ ଏଆଇଟିୟୁସି ନେତୃତ୍ୱରେ କ୍ରାନ୍ତୀ ଦିବସ ପାଳନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି ବିରୁଦ୍ଧରେ ହଜାର ହଜାର ଶ୍ରମିକ କୋସଳ କଳାମଣ୍ଡପଠାରୁ ଏଆଇଟିୟୁସି ଜିଲ୍ଲା…
Read More...

ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ ପାଇଁ ଓଡିଶା ଦଳ ଚୟନ ସରିଲା

ବଲାଙ୍ଗିରରୁ କଲିକତା ଅଭିମୁଖେ କଲେ ଯାତ୍ରା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପି.ଆର. ହାଇସ୍କୁଲ ଇନ୍‌ଡୋର ବ୍ୟାଡମିଣ୍ଟନ୍‌ ଷ୍ଟାଡିୟମଠାରେ ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ ପାଇଁ ଓଡିଶା ଦଳ ଚୟନ ଶିବିର ଉଦ୍‌ଯାପିତ ହୋଇଛି । ଏହି ଶିବିରରେ ୧୯ ବର୍ଷରୁ କମ୍‌ ବାଳକ ଓ ବାଳିକା ଏବଂ ବରିଷ୍ଠ…
Read More...

ସାମ୍ବିଧାନିକ ହକ୍‌ ନେଇ ଓବିସି ମଂଚର ଗଣଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ଛାଡ ଆନ୍ଦୋଳନ ଦିବସ ଉପଲକ୍ଷେ ଓଡିଶା ଓବିସି ମଂଚ ଡାକରାରେ ଆଜି ଜିଲ୍ଲା ଓବିସି ମଂଚ ବଲାଙ୍ଗିର ତରଫରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଓବିସି ମଂଚର ସାମ୍ବିଧାନିକ ହକ୍‌ ନେଇ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ମଂଚର ଉପସଭାପତି କିଶୋର…
Read More...