Browsing Tag

balangir news

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ସତର୍କ ବାର୍ତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗକୁ ଆହୁରି ବଢିବ ଖରା । ଏଥିପ୍ରତି ସଚେତନ ନହେଲେ ଭୋଗିବାକୁ ପଡିବ କଷ୍ଟ । ଖରାମାସର ଅଂଶୁଘାତରୁ ନିଜକୁ ରକ୍ଷା କରିବାକୁ ହେଲେ ନେବାକୁ ହେବ ବିଶେଷ ଧ୍ୟାନ । ତେବେ ଆସନ୍ତୁ କେତେକ ଦିଗ ଉପରେ ଦୃଷ୍ଟି ଦେବା ; ପ୍ରଚୁର ମାତ୍ରାରେ ପାଣି ପିଇବା ।ଅତିଜରୁରୀ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ନାରୀ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ବଲାଙ୍ଗିର ଜିଲ୍ଲାର ସମାଜସେବୀକା, ସଂଗଠନ ତଥା ପ୍ରତିଭା ସମ୍ପନ୍ନ ମହିଳାମାନଙ୍କୁ ନାରୀ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ
Read More...

ସାଂପ୍ରତିକ ସମାଜରେ ଶିକ୍ଷକଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ବଲାଙ୍ଗିର ଜିଲ୍ଲା ଆନୁକୂଲ୍ୟରେ ବଲାଙ୍ଗିର ସହରର ମିଶନଙ୍କ ପାଉଣ୍ଡ ସ୍ଥିତ କମ୍ୟୁନିଟି ହଲ୍‌ଠାରେ ଏହି ଶୈକ୍ଷିକ ଆଲୋଚନାଚକ୍ରଟି ଆଚାର୍ଯ୍ୟ ନରେଶ ମାଥ୍ୟୁସଙ୍କ ସଭାପତିତ୍ୱ ଓ ମୁଖ୍ୟ ଅତିଥି ସ୍ୱଲପୁର ଧର୍ମାଞ୍ଚଳର
Read More...

ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟର ଏକ ଦିବସୀୟ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର (ଡିପିଆରସି) ସଭା କକ୍ଷଠାରେ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟର ମେମ୍ବରମାନଙ୍କୁ ନେଇ ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ
Read More...

ଟିମନ୍‌ ଗଡ଼ରେ ଲାଗିଲା ବଲାଙ୍ଗିର ପୁଲିସ ଜେସିବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଲିସ୍‌ର କ୍ଲିନ୍‌ କ୍ରିମିନାଲ୍‌ ମିଶନ୍‌ ଜାରି ରହିଥିବା ବେଳେ ଆଜି ଜମି ମାଫିଆ ବହୁଚର୍ଚ୍ଚିତ ଅପରାଧୀ ଟିମନ୍‌ର ଗଡ଼ ଭାଙ୍ଗିଛି ବଲାଙ୍ଗିର ପୁଲିସ । ସ୍ଥାନୀୟ ପଥରଚେପାରେ ରହିଥିବା ଟିମନ୍‌ର କାର୍ଯ୍ୟାଳୟ ଓ ଲର୍କିପାଲି ସ୍ଥିତ ଟିମନ୍‌ର
Read More...

ବଲାଙ୍ଗିର ଜିଲ୍ଲାକୁ ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ ଜୀବିକା ପାଇଁ ଜଳବାୟୁ ସମ୍ବେଦନଶୀଳ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ ଜୀବିକା ପାଇଁ ଜଳବାୟୁ ସମ୍ବେଦନଶୀଳ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ସିଲଭର ସ୍କୋଚ ଆୱାର୍ଡ (ଊଓଝଞଜଓଉଞ ଏଙଠଋଜଘଇଘଉଋ ଉଇଞଇଏଙଜଣ) ପାଇବାରେ ଗୌରବ ଲାଭ କରିଛି । ଆସନ୍ତା ୨୫
Read More...

ଯୁବା ପ୍ରତାପୀ ସେନା ପକ୍ଷରୁ ନୂତନ ଆଇଆଇସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଟାଉନ ଥାନାରେ ନୂତନ ଆଇଆଇସି ଭାବରେ ବିଶ୍ୱଜିତ ମନବୋଧ ଯୋଗଦାନ କରିଥିବା ବେଳେ ଆଜି ଯୁବା ପ୍ରତାପୀ ସେନା ପକ୍ଷରୁ ଆଇଆଇସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଯୁବା ପ୍ରତାପୀ ସେନାର ସଦସ୍ୟମାନେ ଆଇଆଇସିଙ୍କୁ ସାକ୍ଷାତ କରି
Read More...

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମହିଳା ଓ ଶିଶୁ ବିକାଶ ବିଭାଗ ବଲାଙ୍ଗିର ଦ୍ଵାରା ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି,
Read More...

ବେଆଇନ ଏସ୍‌କଫ କଫ ସିରପ୍‌ ବିକ୍ରେତାକୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ବେଆଇନ ଏସ୍‌କାଫ କଫ ସିରପ୍‌ ବିକ୍ରେତାକୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଏ ସଂପର୍କରେ ବଲାଙ୍ଗିର ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଗତକାଲି ସଂଧ୍ୟା ୭ଟା ୪୫ମିନିଟ୍‌ ସମୟରେ ବଲାଙ୍ଗିର ସହର କନ୍ଧପାଲିର ରକି ଓରଫ ରଙ୍କି
Read More...

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଅନ୍ତର୍ଗତ ଘୁନା ଗ୍ରାମ ପଂଚାୟତ କାର୍ଯ୍ୟାଳୟଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଆଦିବାସୀ ବିକାଶ ସମନ୍ୱୟ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ସମ୍ପାଦିକା ଦମୟନ୍ତୀ କୁମୁରା ସଭାପତିତ୍ୱ କରିଥିଲେ । ଭୁବନ ନାୟକ ମୁଖ୍ୟ
Read More...