ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କଲା ରାଜ୍ୟ ପୂର୍ବତନ ସୈନିକ ସଂଘ
ବଲାଙ୍ଗିର, (କେପିଏନ୍ଏସ୍) : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛି ରାଜ୍ୟ ପୂର୍ବତନ ସୈନିକ ସଂଘ । କେନ୍ଦ୍ର ସରକାରଙ୍କ ପୂର୍ବତନ ସୈନିକମାନଙ୍କ ପ୍ରତି ବୈମାତୃକ ମନୋଭାବ ଓ ଅଧିକାରୀମାନଙ୍କ କୋହଳ ମନୋଭାବ ପ୍ରତିବାଦରେ ଭୁବନେଶ୍ୱରରେ ଗତକାଲି ଓଡିଶାର ସମସ୍ତ ଜିଲ୍ଲାରୁ!-->…
Read More...
Read More...