Browsing Tag

balangir news

ଷାଠିଏ ଘର ଡୁମାଲ ସମାଜର ଆଞ୍ଚଳିକ ମହାସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଷାଠିଏ ଘର ଡୁମାଲ ସମାଜର ଆଞ୍ଚଳିକ ମହାସଭା ବ୍ରାହ୍ମଣୀଡୁଙ୍ଗୁରି କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ମହାସଭାରେ ବଲାଙ୍ଗିର ଜିଲ୍ଲା ସଭାପତି ଲମ୍ବୋଦର ମହାକୁର ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଭାବେ ବିଭିନ୍ନ କେନ୍ଦ୍ରରୁ ଆସିଥିବା ସଭାପତି,
Read More...

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ଜରିଆରେ ବଲାଙ୍ଗିର ଜିଲ୍ଲାର ୧୭୬ ଜଣ ବରିଷ୍ଠ ନାଗରିକଙ୍କ ସିରିଡି ଓ ନାସିକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳର ୧୭୬ ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ୨୦୨୨-୨୩ ଜରିଆରେ ସିରିଡି ଓ ନାସିକ ତୀର୍ଥ ଯାତ୍ରା ନିମନ୍ତେ ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରୁ ବାହାରି ସମ୍ବଲପୁର
Read More...

ସିକ୍ୟୁରିଟି ଗାର୍ଡଙ୍କ ମହାନତା : ପାଇଥିବା ପର୍ସ ଫେରାଇଲେ ରୋଗୀଙ୍କ ପରିଜନଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ସୁରକ୍ଷା କର୍ମୀ ରାକେଶ ନାୟକ ପାଇଥିବା ଜଣେ ରୋଗୀଙ୍କ ଟଙ୍କା ଭର୍ତ୍ତି ପର୍ସ ଫେରାଇ ମହାନତାର ପରିଚୟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ରାକେଶ ଅସ୍ଥି ଶଲ୍ୟ ୱାର୍ଡରେ କାର୍ଯ୍ୟରତ ଥିବା
Read More...

ବଲାଙ୍ଗିର ଜିଲ୍ଲା ଆଉଟ ସୋର୍‌ସିଂ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରୀ ଆଉଟ ସୋର୍‌ସିଂ କର୍ମଚାରୀ ମହାସଂଘ ବଲାଙ୍ଗିର ଶାଖା ତରଫରୁ ମଙ୍ଗଳବାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ସଂଘର ଜିଲ୍ଲାସ୍ତରୀୟ ସଦସ୍ୟମାନେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ
Read More...

ବାବୁରାଓ ସେଡ଼ମାକେଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର୍‌ ବାବୁରାଓ ପୁଲେସୁର ସେଡ଼ମାକେଙ୍କ ୧୯୧ତମ ଜନ୍ମ ଦିବସ ୧୨ ମାର୍ଚ୍ଚରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁକୂଲ୍ୟରେ ପାଳିତ ହୋଇଯାଇଛି । ସେଡ଼ମାକେ ୧୮୫୭ ସିପାହୀ ବିଦ୍ରୋହ
Read More...

ଆନ୍ତଃରାଜ୍ୟ ବେଆଇନ କଫ୍‌ ସିରଫ୍‌ ର‍୍ୟାକେଟ୍‌କୁ କାବୁକଲା ବଲାଙ୍ଗିର ପୁଲିସ : ୩୩ ଗିରଫ, ପାଖାପାଖି ୧୩ ହଜାର କଫ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଲିସର ଏଟେନ୍‌ସନ୍‌ ଏବେ ଅପରାଧୀ ଜଗତରେ ବଢେ଼ଇ ଦେଇଛି ଟେନ୍‌ସନ୍‌ । ଜିରୋ ଟଲୋରେନ୍ସ ନୀତିରେ ମାଡ଼ି ଚାଲିଛି ବଲାଙ୍ଗିର ପୁଲିସ । ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ଆପଣେଇଛି କ୍ଲିନ୍‌ କ୍ରିମିନାଲ୍‌ ମିଶନ୍‌ । ଅପରାଧଖୋର୍‌ ଅପରାଧୀଙ୍କୁ
Read More...

ରୁଗୁଡ଼ିପଡ଼ା ନିବାସୀ ରାଜେନ୍ଦ୍ର ସାହାଣୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୁଗୁଡ଼ିପଡ଼ାର ଜଣାଶୁଣା ବ୍ୟକ୍ତି ତଥା କରଣ ସମାଜର ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ସାହାଣୀଙ୍କ ୭୫ବର୍ଷ ବୟସରେ ଆଜି ୧୨.୩୦ ସମୟରେ ତାଙ୍କ ବାସଭବନରେ ପରଲୋକ ହୋଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ତାଙ୍କ ସମୟରେ ସେ ଜଣେ ଜଣାଶୁଣା ଫୁଟବଲ୍ ଖେଳାଳି ଥିଲେ ।
Read More...

ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିରର ସଂଖ୍ୟାନୁପାତିକ ସଂରକ୍ଷଣ ଓ ଓବିସି ଜନଗଣନା ପାଇଁ ପ୍ରେସ୍‌ ବାର୍ତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭିନ୍ନ ଖବର କାଗଜରେ ପ୍ରକାଶିତ ସମ୍ବାଦରୁ ଜଣାଯାଏ ଯେ, ଓଡିଶା ରାଜ୍ୟ ସରକାର ଓବିସି ପଛୁଆବର୍ଗର ଜନଗଣନା କରିବାକୁ ଯାଉଛନ୍ତି । ସରକାରଙ୍କ ଏହି ପଦକ୍ଷେପକୁ ରାଜ୍ୟ ଓବିସି ମଞ୍ଚ ସ୍ୱାଗତ କରିଛି ଓ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛି ବୋଲି ଜିଲ୍ଲା ଓବିସି
Read More...

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ ମାଲପଡାର ରାସ୍ତାଗୁଡିକ ବହୁ ଦିନରୁ ମରାମତି ହେଉନଥିବାରୁ ଖାଲଖମାରେ ଭର୍ତ୍ତି
Read More...

ରୋଷେଇ କରୁଥିବା ବେଳେ ପୋଡି ହୋଇ ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଲେଜ ଛକ ଅନ୍ତର୍ଗତ ମିଶନ କମ୍ପାଉଣ୍ଡରେ ଜଣେ ମହିଳା ରୋଷେଇ କରୁଥିବା ସମୟରେ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ମହିଳା ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଭୀମ ସୁନାଙ୍କ ସ୍ତ୍ରୀ ଭାନୁ ସୁନା । ସୂଚନା ଅନୁସାରେ ସେ ଆଜି
Read More...