Browsing Tag

balangir news

ଭଉଣୀ ନିଖୋଜ ନେଇ ଥାନାର ଦ୍ୱାରସ୍ଥ ହେଲେ ଭାଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର କୁଟେନପାଲି ଗାଁର ଜଣେ ଯୁବତୀ ନିଖୋଜ ହୋଇଥିବା ନେଇ ପୁଇଁତଲା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ ଗତ ରାତିରେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ କୁଟେନପାଲି ଗାଁର ଦୀପାନ ମେର୍ଲି(୨୬) ଘରୁ କେଉଁ ଆଡେ ପଳାଇ
Read More...

ଭଣଜା ଖାଇଦେଲା ମାଇଁର ଟଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭଣଜା ଖାଇଦେଲା ମାଇଁର ଟଙ୍କା । ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବୁଡାବାହାଲି ଗ୍ରାମରେ ଏଭଳି ଏକ ଠକେଇ ଘଟଣା ସମ୍ମୁଖକୁ ଆସିଛି । ଜଣେ ଠକ ଭଣଜା ନିଜ ମାଇଁର ଘର ଭଙ୍ଗା କ୍ଷତିପୂରଣ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏନେଇ ଉମା ଠାକୁର ନାମ୍‌ନୀ
Read More...

ବସ ଉପରେ ଚଢ଼ାଉ କରି କଫ ସିରପ୍ ଜବତ କରିଛି ଅବକାରୀ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡାଠାରେ ବସ ଉପରେ ଚଢ଼ାଉ କରି କଫ ସିରପ୍ ଜବତ କରିଛି ଅବକାରୀ ବିଭାଗ । ବଲାଙ୍ଗିରରୁ ପାଟଣାଗଡ଼ ଅଭିମୁଖେ ଯାଉଥିବା ଏକ ବସ ଉପରେ ଅବକାରୀ ବିଭାଗ ଚଢ଼ାଉ କରିଥିବା ବେଳେ ଜଣେ ବ୍ୟକ୍ତିଙ୍କ ଠାରୁ ୨୩୦ ବୋତଲ କଫ୍‌ ସିରପ୍‌ ଜବତ୍‌ କରିଛି ।
Read More...

ବିଭିନ୍ନ ସମସ୍ୟାକୁ ନେଇ ଧାରଣାରେ ବସିଲେ ଟାଟା ପାୱାର ଅଧୀନରେ ଥିବା କର୍ମଚାରୀମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଟା ପାୱାର ଅଧୀନରେ ଠିକା ନେଇ ଥିବା ବଲାଙ୍ଗିର ସହରର ସୀତାରାମବିହାର ସ୍ଥିତ ସୁରିୟା କନ୍ସଟ୍ରକ୍‌ସନ୍‌ ଆଗରେ ଆଜି ବିଭିନ୍ନ ସମସ୍ୟାକୁ ନେଇ ଧାରଣାରେ ବସିଥିଲେ ୩ଟି ଡିଭିଜନ ବଲାଙ୍ଗିର, ସୋନପୁର ଓ ଟିଟିଲାଗଡର ୩୩/୧୧ କେଭି ଗ୍ରୀଡର କର୍ମଚାରୀମାନେ । ତେବେ
Read More...

ବିଭିନ୍ନ ସମସ୍ୟାକୁ ନେଇ ଜମି ହିତାଧିକାରୀମାନଙ୍କ ସହିତ ଆଲୋଚନା କଲେ ଓଡିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଓଡିଶା ରାଜ୍ୟ ହାଉସିଂ ବୋର୍ଡ ତରଫରୁ ୨୦୦୬ ମସିହାରୁ ପ୍ରଦାନ କରାଯାଇଥିବା ଜମି ହିତାଧିକାରୀମାନଙ୍କ ସହିତ ପୂର୍ବତନ ସାସଂଦ ତଥା ବର୍ତ୍ତମାନର ଓଡିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ବୋର୍ଡର ରାଜ୍ୟ
Read More...

ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଅଧିକ୍ଷିକାଙ୍କୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ୧୦ ଦଫା ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଦୈନନ୍ଦିନ ରୋଗୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅବଗତ କରାଇ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ମେଡିକାଲ ଅଧିକ୍ଷିକାଙ୍କୁ ୧୦ ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରିଛି । ଭୀମଭୋଇ ମେଡିକାଲ
Read More...

ଟ୍ରେନ ଧକ୍କାରେ ଯୁବକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲଠାରେ ଏକ ଅଭାବନୀୟ ଘଟଣା ଘଟିଛି । କ୍ଷେତକୁ କୌଣସି କାମରେ ଯାଇଥିବା ବେଳେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ରାଜେଶ ପ୍ରଧାନ । ତେବେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଉଥିବା
Read More...

ବଲାଙ୍ଗିରରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ବୁଧବାର ୧୦ ଦଫା ଦାବୀ ନେଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଛନ୍ତି । ଗତକାଲି ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଡ୍ରାଇଭରମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନରେ ବସିଛନ୍ତି ।
Read More...

କାର୍ଯ୍ୟରତ ଡାକ୍ତରଙ୍କ ବିରୋଧରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : କାର୍ଯ୍ୟରତ ଡାକ୍ତରଙ୍କ ବିରୋଧରେ ମୃତ୍ୟୁମୁଖରେ ପଡ଼ିଥିବା ଶିଶୁର ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି, ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ଶିଶୁର ଜୀବନ । ବିଛଣାରେ ପଡ଼ି ଶିଶୁଟି ଛଟପଟ ହେଉଥିଲା, ହେଲେ ଆସିଲେନି ଡାକ୍ତର । ନିରୀହ
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ଖାଉଟି ଅଧିକାର ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ୧୦ଟା ସମୟରେ ଜିଲ୍ଲାସ୍ତରୀୟ ବିଶ୍ୱ ଖାଉଟି ଅଧିକାର ଦିବସ ପାଳନ ଅବସରରେ ଉପନିର୍ଦ୍ଦେଶକ ବୈଧମାପ ବିଜ୍ଞାନ ବିଭାଗ, ବଲାଙ୍ଗିର ଆନୁକୂଲ୍ୟରେ ଏବଂ ଆଦିତ୍ୟ ଏଜୁକେସନାଲ ଓ ଚେରିଟେବୁଲ ଟ୍ରଷ୍ଟ ସହଯୋଗରେ “ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ” ବିଷୟକୁ ନେଇ ଏକ
Read More...