Browsing Tag

balangir news

ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ରେ ସହଯୋଗ ଫାଉଣ୍ଡେସନ ତରଫରୁ ଅନ୍ନଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ରେ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ଆହାରକେନ୍ଦ୍ର ଚାଲୁରହୁଛି । ରବିବାର ଦିନ ସରକାରୀ ଛୁଟି ରହୁଥିବାରୁ ସରକାରୀ ଆହାରକେନ୍ଦ୍ର ମଧ୍ୟ ବନ୍ଦ ରହୁଛି । ରବିବାର ଦିନ ହସପିଟାଲ୍‌ର ରୋଗୀମାନଙ୍କ ବନ୍ଧୁ ପରିଜନ
Read More...

ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚୁଡାପାଲି ନିକଟସ୍ଥ କୟାଘାଟ ନଦୀପଠାରେ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଲୋଇସିଂହା,
Read More...

ବଲାଙ୍ଗିର ସହରର ବିଭିନ୍ନ ୱାର୍ଡର ପେଭର ବ୍ଲକରେ ନୂତନ ନିର୍ମିତ ରାସ୍ତାର ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ନୂତନ ଭାବରେ ନିର୍ମାଣ କରାଯାଇଥିବା ରାସ୍ତା ଗୁଡ଼ିକର ଉଦ୍‌ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଯୋଗ ଦେଇ ରାସ୍ତାଗୁଡ଼ିକର ଉଦ୍‌ଘାଟନ
Read More...

ଜେସିଆଇ ବଲାଙ୍ଗିର ସିଟି ଦ୍ୱାରା ‘ଡିୟର ଜିନ୍ଦେଗୀ’ କାର୍ଯ୍ୟଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେସିଆଇ ବଲାଙ୍ଗିର ସିଟି ଦ୍ୱାରା 'ଡିୟର ଜିନ୍ଦେଗୀ' କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ସୃଷ୍ଟି ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ପ୍ରଶିକ୍ଷକ ଜେସି ଜାକିର ହୁସେନ୍ ତାଙ୍କ ପ୍ରଭାବଶାଳୀ ବକ୍ତବ୍ୟ ଦ୍ୱାରା ୧୦୦ରୁ
Read More...

ଜାତୀୟ ଛାତ୍ର ଅନୁସନ୍ଧାନ ସମ୍ମିଳନୀ ୨୦୨୨-୨୩ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗିରର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗିରର କମ୍ପ୍ୟୁଟର ସାଇନ୍ସ ବିଭାଗ ଗୁଜୁରାଟର ଗଣପତି ବିଶ୍ୱବିଦ୍ୟାଳୟ ଦ୍ୱାରା ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟି ମିଳିତ ସହଯୋଗରେ ଆୟୋଜିତ ଇଘଠଋଝଐଇଘ-୨୦୨୨-୨୩ ଜାତୀୟ ଛାତ୍ର ଅନୁସନ୍ଧାନ ସମ୍ମିଳନୀରେ ଉଲ୍ଲେଖନୀୟ
Read More...

ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା : ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଡକ ଦୁର୍ଘଟଣା ଘଟି ୨ ଜଣ ବ୍ୟକ୍ତି ଗୁରୁତର ଭାବେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ଦୁଇ ଜଣ ବ୍ୟକ୍ତି ହେଲେ ବୌଦ୍ଧ ଜିଲ୍ଲା କଂଟାମାଲର ସଂଜୀବ ମଟାରୀ(୨୩) ଓ
Read More...

ଭାରତ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ଫାଇନାନ୍ସ କର୍ମଚାରୀଙ୍କଠାରୁ ଦୁର୍ବୃତ୍ତମାନେ ୮୦ ହଜାର ଟଙ୍କା ସହ ମୋବାଇଲ ତଥା ଟାବ୍‌ଲେଟ ଓ ବାୟୋମେଟ୍ରିକ ସ୍କେନର ଲୁଟ୍‌ କରି ନେଇଛନ୍ତି । ଏ ସର୍ମ୍ପକରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ଥାନାରେ ହୋଇଥିବା
Read More...

ବଲାଙ୍ଗିରରେ କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ ଓ ନେତା

କଂଗ୍ରେସକୁ ଝଟକା, ଶଙ୍ଖ ଫୁଙ୍କିଲେ ଲୋଇସିଂହାର ନବ ନାଏକ ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଶାସକ ବିଜେଡି ଦଳ ୨୩ ବର୍ଷ ଶାସନରେ ରହିଆସିଥିବା ବେଳେ ଦଳର ପତିଆରା ଏବେ ବି ଅକ୍ଷୁର୍ଣ୍ଣ ରହିଛି । ଏବେ ଅନ୍ୟ ଦଳରୁ ନେତା ଓ କର୍ମୀମାନେ ଆସି ବିଜେଡିରେ ସାମିଲ ହେଉଛନ୍ତି । ନବୀନ
Read More...

୨ ବାଇକ୍‌ ମୁହାଁମୁହିଁ ଧକ୍କା : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବାଞ୍ଜିପାଲି ଗ୍ରାମ ନିକଟରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ପିଅରପାଲି ଗ୍ରାମର ଜୀବର୍ଦ୍ଧନ ଷାଣ୍ଢ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଓ ଯୁବ
Read More...

୨୦୦୬ରୁ ହାଉସିଂ ବୋର୍ଡର ଆବେଦନ ଜମି ୩୪ଜଣଙ୍କୁ ପ୍ରଦାନ କଲେ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୯୮୭ ମସିହାରେ ପ୍ରସ୍ତାବିତ ପ୍ରସ୍ତାବ ଅନୁଯାୟୀ ଗତ ୨୦୦୬ ମସିହାରୁ ବଲାଙ୍ଗିର ଜିଲ୍ଲାରେ ହାଉସିଂ ବୋର୍ଡରୁ ଜମି ପାଇବା ପାଇଁ ୩୭୦ ଜଣ ହିତାଧିକାରୀ ପଞ୍ଜିକରଣ କରିଥିଲେ । ହେଲେ ୧୬ ବର୍ଷ ପର୍ଯ୍ୟନ୍ତ ତାଙ୍କୁ କୌଣସି ପ୍ରକାର ଜମି ବଣ୍ଟନ କରାଯାଇନଥିଲା ।
Read More...