Browsing Tag

balangir news

ବଲାଙ୍ଗିର ସହରର କଳାମଣ୍ଡପଠାରେ ବାଇକ୍‌କୁ ଧକ୍କା ଦେଲା ସ୍କୁଟି : ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଳାମଣ୍ଡପଠାରେ ବାଇକ୍‌କୁ ଧକ୍କା ଦେଇଛି ସ୍କୁଟି । ଫଳରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ
Read More...

ବଲାଙ୍ଗିର ଟାଉନ ଥାନାରେ ହେବ ୩୧ ଗୋଟି ଦାବୀହୀନ ଗାଡ଼ି ନିଲାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୦୨୧ ମସିହା ଜୁନ୍‌ ମାସ ୫ ତାରିଖ ପୂର୍ବରୁ ୩୧ ଗୋଟି ଦାବୀହୀନ ମୋଟର ସାଇକେଲ ଓ ଚାରି ଚକିଆ ଜବତ ହୋଇ ବଲାଙ୍ଗିର ଟାଉନ ଥାନାରେ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ମୋଟର ସାଇକେଲ୍‌ ଓ ଚାରି ଚକିଆ ଗୁଡ଼ିକର କୌଣସି ଦାବୀଦାର ଆସି ନଥିବାରୁ ଏସ୍‌ଡିଏମ୍‌,
Read More...

ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ପରିଚାଳନାରେ ବୋର୍ଡର ତ୍ରୁଟିକୁ ଏଆଇଡିଏସ୍‌ଓର ଦୃଢ ନିନ୍ଦା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ଯେଉଁ ଭଳି ବ୍ୟାପକ ଭାବେ ତୃଟି ପରିଲକ୍ଷିତ ହୋଇଛି ତାହା ଅତ୍ୟନ୍ତ ନିନ୍ଦନୀୟ । ଯେହେତୁ ମ୍ୟାଟ୍ରିକ ପରୀକ୍ଷା ଛାତ୍ର
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାର ମାସିକ କାର୍ଯ୍ୟକାରିଣୀ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ସର୍ବ ପ୍ରଥମେ ଓଁକାର ଧ୍ୱନୀ ସହ ଶ୍ରୀମଦ୍‌ ଭଗବତ ଗୀତା ପାଠ ପରେ ସଂପାଦକ ଜୟରାମ ମିଶ୍ର ପୂର୍ବ ଅଧିବେଶନର ବିବରଣୀ ପାଠ
Read More...

ପ୍ରବଳ ବର୍ଷାରେ ବଲାଙ୍ଗିରର ହାତିଶାଲପଡା ଓମେନ୍ସ କଲେଜ ରାସ୍ତାରେ ପଡିଲା ଗଛ : ଯାତାୟତ ଠପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଆଜି ବଲାଙ୍ଗିର ସହରରେ ପ୍ରବଳ ବର୍ଷା ସହ କୁଆ ପଥର ମାଡ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ପ୍ରବଳ ବର୍ଷାରେ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ କୁଆପଥର ମାଡ ସହ ହାତିଶାଲପଡା ଓମେନ୍ସ କଲେଜ
Read More...

ଆକସ୍ମିକ ଝଡ ତୋଫାନ ବିଗାଡି ଦେଲା ବଲାଙ୍ଗିର ପୁସ୍ତକ ମେଳା ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୨ ତାରିଖରୁ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁସ୍ତକ ମେଳା ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ବଡ ଜୋରସୋରରେ ଚାଲିଥିଲା ଷ୍ଟଲ ନିର୍ମାଣ କାମ । ଅଥଚ ଆଜି ଅପରାହ୍ଣରେ ଆକସ୍ମିକ ଝଡ ତୋଫାନ ଯୋଗୁଁ ସବୁକିଛି ଛିନ୍‌ଛତର୍‌
Read More...

ବଲାଙ୍ଗିର ସଦର ଥାନାରେ ହେବ ୬୩ ଗୋଟି ଦାବିହୀନ ଗାଡ଼ି ନିଲାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୦୨୧ ମସିହା ଜୁନ୍‌ ମାସ ୫ ତାରିଖ ପୂର୍ବରୁ ୬୩ ଗୋଟି ଦାବିହୀନ ମୋଟର ସାଇକେଲ ଜବତ ହୋଇ ବଲାଙ୍ଗିର ସଦର ଥାନା ପ୍ରାଙ୍ଗଣରେ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ମୋଟର ସାଇକେଲ ଗୁଡ଼ିକର କୌଣସି ଦାବିଦାର ଆସି ନଥିବାରୁ ଏସ୍‌ଡିଏମ୍‌, ବଲାଙ୍ଗିରଙ୍କ ଆଦେଶ
Read More...

ବଡମାଳରେ ଆଇଏନଟିୟୁସିର ଜିଲ୍ଲାସ୍ତରୀୟ ବୈଠକ

ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀଙ୍କ ପୁରୁଣା ପେନସନ୍‌ ନୀତି ଦାବୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଡମାଳ ଗୋଲାବାରୁଦ କାରଖାନାର ବହୁମୁଖୀ ସଭାଗୃହଠାରେ ଆଇଏନଟିୟୁସି ଟ୍ରେଡୁନିୟନର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇଏନଟିୟୁସିର ଜିଲ୍ଲା
Read More...

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସାଗରପଡ଼ା ଏସ୍‌ସିଏ କ୍ଲବ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ, ପାଣ୍ଡପାଲି ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚକ୍ଷୁ ଶିବିରରେ ୨୫୦ରୁ ଅଧିକ ସଂଖ୍ୟକ ଲୋକ ଯୋଗ ଦେଇଥିଲେ । ଏନେଇ
Read More...

ଓଡିଶାକୁ କେନ୍ଦ୍ରୀୟ ଅବହେଳା : ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା

ପିଏମକେଏସୱାଇରେ କେବିକେ ଅଞ୍ଚଳକୁ କେନ୍ଦ୍ରୀୟ ସହାୟତା ପୂର୍ବାପେକ୍ଷା କମିଛି : ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ)ର ଏକ ଉପାଦାନ ହେଉଛି ଏଆଇବିପି (ତ୍ୱରିତ ସିଞ୍ଚାଇ ଲାଭ କାର୍ଯ୍ୟକ୍ରମ) । ଏହି
Read More...