Browsing Tag

balangir news

ସରୋଜିନୀ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଲପଡା ନିବାସୀ ସରୋଜିନୀ ମିଶ୍ରଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା, ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଆଶୁତୋଷ ମିଶ୍ର, ଅରୁଣ ମିଶ୍ର, ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସହିତ ନାତି ନାତୁଣୀ
Read More...

ଭଙ୍ଗାଗଲା ଅପରାଧୀ ଚିତ୍ତ ମହାନ୍ତିର ଆର୍ଯ୍ୟା ମେରେଜ୍‌ ପେଲେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ଚିତ୍ତ ମହାନ୍ତିର ବଲାଙ୍ଗିର-ଟିଟିଲାଗଡ ରାସ୍ତାରେ ଥିବା ଆର୍ଯ୍ୟା ମେରେଜ୍‌ ପେଲେସରେ ଲାଗିଲା ବଲାଙ୍ଗିର ପୋଲିସର ବୁଲ୍‌ଡୋଜର । ଏହି କିଛି ଦିନ ତଳେ ଇଡ୍‌କୋର ଅନୁରୋଧ କ୍ରମେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଆର୍ଯ୍ୟା
Read More...

ବଲାଙ୍ଗିର ସହରର ଡେଲି ମାର୍କେଟଠାରେ ବାଇକ୍ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆପଣ ଡେଲି ମାର୍କେଟକୁ ବଜାର କରିବା ପାଇଁ ଆସୁଛନ୍ତି କି ? ଯଦି ଆସୁଛନ୍ତି ତା'ହେଲେ ହୋଇଯାଆନ୍ତୁ ସାବଧାନ । ଡେଲି ମାର୍କେଟକୁ ବଜାର କରିବା ପାଇଁ ଆସି ଆଜି ଜଣେ ବ୍ୟକ୍ତି ତାଙ୍କ ବାଇକ୍‌ ହଜି ଯାଇଥିବା ନେଇ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି
Read More...

ବଲାଙ୍ଗିର ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

– ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୋଷ୍ଠୀ ସହଭାଗିତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଭୀମ ଭୋଇ ମେଡିକାଲ କଲେଜ ପ୍ରେକ୍ଷାଳୟଠାରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବଲାଙ୍ଗିର ଜିଲ୍ଲାର ଜାମପଦର ଗାଁଠାରେ ଗଛର ଡାଳ ପଡି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜାମପଦର ଗାଁଠାରେ ଗଛର ଡାଳ ପଡି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜାମପଦର ଗାଁର ନରହରି ହତୀ(୪୩) । ସୂଚନା
Read More...

ଅନୁଦିତ କୋସଲି କବିତା ସଂକଲନ୍‌ର ମୁକ୍‌ଲାନ ଉଛବ୍‌ ଅନୁଷ୍ଠିତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୁଦିତ କୋସଲି କବିତା ସଂକଲନର ମୁକ୍‌ଲାନ ଉଛବ୍‌ ଗଲା ୧୯ ତାରିଖ ଦିନେ ବଲାଙ୍ଗିର ସାମ୍ବାଦିକ ଭବନ ନେ ଅନୁଷ୍ଠିତ୍‌ ହେଇଯାଇଛେ । କବି ଡ. ଏନ୍‌ ଗୋପୀ, କବି କେ. ଶିବା ରେଡ୍ଡି, କବି କେରେ ଜଗ୍‌ଦିଶଙ୍କର ଚାଏର୍‌ଟା ତେଲ୍‌ଗୁ କବିତା ବହିର କୋସଲି ଅନୁବାଦ କରି
Read More...

ଓଡ଼ିଶା ଯୋଡ-ବଲାଙ୍ଗିର ଛାଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉପସଭାପତି ପ୍ରସନ୍ନ କୁମାର ମିଶ୍ର ସୂଚନା ଦେଇଥିଲେ ଯେ ଗତ
Read More...

ବାଇକ୍‌କୁ ଧକ୍କା ଦେଲା ବୋଲେରୋ ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ବର୍ଲା ଛକ ନିକଟରେ ବାଇକ୍‌କୁ ଧକ୍କା ଦେଇଛି ବୋଲେରୋ । ଫଳରେ ଜଣେ ମହିଳା ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଗୁରୁତର ଆହତ ହୋଇଥିବା ମହିଳା
Read More...

ସଙ୍କୀର୍ତ୍ତନ ଦଳର ପାଣ୍ଠି ସଂଗ୍ରହକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଆଠଗାଁଠାରେ ସଙ୍କୀର୍ତ୍ତନ ଦଳର ପାଣ୍ଠି ସଂଗ୍ରହକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଦେଖାଦେଇଛି । ପୁରୁଣା ଦଳର ପାଣ୍ଠି ସଂଗ୍ରହ ଖାତାକୁ ଅନ୍ୟ ଏକ ନୂଆ ସଙ୍କୀର୍ତ୍ତନ ଦଳ ଚୋରି କରି ନେଇଥିବା ସେମାନେ ଅଭିଯୋଗ
Read More...

ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଏନ୍‌ସିସି କେଡେଟଙ୍କ ପର୍ବତାରୋହଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଏନ୍‌ସିସି କେଡେଟମାନେ ବଲାଙ୍ଗିର ନିକଟସ୍ଥ ଏକ ପାହାଡକୁ ଯାଇ ପର୍ବତାରୋହଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଏନ୍‌ସିସି କେଡେଟମାନେ ସକାଳ ପ୍ରାୟ ୮ ଟାରୁ ମଠଖାଇ ପାହାଡ଼ ଚଢ଼ିବାକୁ
Read More...