Browsing Tag

balangir news

ବଲାଙ୍ଗିରରେ କ୍ରେତା ବିକ୍ରେତା ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରରେ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନରେ ଓରମାସ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ କ୍ରେତା ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ଚାଷୀ ଏବଂ ବିକ୍ରେତାଙ୍କ ସମସ୍ୟା, ସୁବିଧା ଏବଂ ପରସ୍ପର ସହ ଆଳାପ ପାଇଁ ଏହି
Read More...

ବଲାଙ୍ଗିର ଛତାମଖନା ପାଖରେ ଅଘଟଣ : କାର୍‌ ଧକ୍କାରେ ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଛତାମଖନା ପାଖରେ ଏକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । କାର୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ହୋଇ ପଡ଼ିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ସମ୍ବଲପୁର ରାସ୍ତା ୨୬ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାର ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ପାଳନ କରିବା ପାଇଁ ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ପ୍ରସ୍ତୁତି ବୈଠକ ନୃସିଂହମନ୍ଦିରଠାରେ ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏହି ଅବସରରେ ସମ୍ପାଦକ ଜୟରାମ ମିଶ୍ର ବିବରଣୀ ପାଠ କରିଥିଲେ ଓ କୋଷାଧ୍ୟକ୍ଷ
Read More...

ଜିଲ୍ଲା ହଲଦିଆ ତେଲି ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ହଳଦିଆ ବୈଶ୍ୟ ତେଲି ସମାଜର ନୂଆଖାଇ ଭେଟ ସ୍ଥାନୀୟ ଟାଉନ ଉଚ୍ଚ ବିଦ୍ୟାଳୟଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଇଷ୍ଟଦେବୀ ଚଣ୍ଡୀ, ସମଲେଇ, ପାଟଣେଶ୍ୱରୀଙ୍କ ପୂଜା ପରେ ଭେଟ୍‌ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ
Read More...

ଟାଉନ ବାଳିକା ବିଦ୍ୟାଳୟରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ

ସ୍ଥାନୀୟ ବରପୁତ୍ରଙ୍କୁ ଛାତ୍ରୀ ଛାତ୍ରମାନେ ଜାଣିବା ନିହାତି ଦରକାର : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍କୁଲ ପରିସର ଭିତରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନିହାତି ପ୍ରଶଂସନୀୟ କାମ । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ତାଙ୍କର କାର୍ଯ୍ୟଧାରା ଓ ଆଦର୍ଶକୁ ନେଇ
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପୁରୁଣା ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
Read More...

ଚାଷୀଙ୍କ ଇନ୍‌ସ୍ୟୁରାନ୍ସ ଟଙ୍କା ହଡ଼ପ କରିବା ପଡ଼ିଲା ମହାଙ୍ଗା : ୧୪ ଜଣଙ୍କୁ ବାନ୍ଧିଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ଇନ୍‌ସ୍ୟୁରାନ୍ସ ଟଙ୍କା ହଡ଼ପ କରି ମାଲେ ମାଲ୍‌ ହେଉଥିଲେ ସିଏସ୍‌ସି ସେଣ୍ଟରର ମାଲିକ ମାନେ । ଆଉ ଇନ୍‌ସ୍ୟୁରାନ୍ସ ଟଙ୍କା ନ ପାଇ ହଇରାଣ ହେଉଥିଲେ ଅସଲି ଚାଷୀ । ଚାଷୀ ଅଭିଯୋଗ କରୁଥିଲେ, ହେଲେ ଅଭିଯୋଗ ଖାଲି
Read More...

ହରିଶଙ୍କରଠାରେ ଜଙ୍ଗଲ ବିଭାଗ ଦ୍ଵାରା ନିର୍ମିତ ଶିଶୁ ଉଦ୍ୟାନ ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରଠାରେ ଜଙ୍ଗଲ ବିଭାଗ ଦ୍ଵାରା ନିର୍ମିତ ନୂତନ ଶିଶୁ ଉଦ୍ୟାନ ଓ ମୃଗବିହାର ଆଧୁନିକ କରଣ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି
Read More...

ବିସାଲ ଆୟୁର୍ବେଦିକ ମାଗଣା ଚିକିତ୍ସା ଶିବିର ୩୦୪ ରୋଗୀଙ୍କୁ ମିଳିଲା ଚିକିତ୍ସା ଏବଂ ଔଷଧ ବଣ୍ଟନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ୍ ବଲାଙ୍ଗିର ଏକ ବିସାଲ ଆୟୁର୍ବେଦିକ ମାଗଣା ଚିକିତ୍ସା ଶିବିର ଦ୍ୱାରା ୩୦୪ ରୋଗୀଙ୍କୁ ଚିକିତ୍ସା ସହିତ ଔଷଧ ବିତରଣ କରାଯାଇ ଥିଲା । ଏହି ଶିବିର ବଲାଙ୍ଗିର
Read More...

ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ପତ୍ନୀ ହେମଲତାଙ୍କ ଶେଷକୃତ୍ୟ ସଂପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଧର୍ମପତ୍ନୀ ଶ୍ରୀମତୀ ହେମଲତା ଛୁରିଆଙ୍କ ୭୪ ବର୍ଷ ବୟସରେ ଗତକାଲି ଭୁବନେଶ୍ୱର ଏମସ୍ ହସ୍ପିଟାଲଠାରେ ପରଲୋକ ହୋଇଯାଇଥିଲା । ଆଜି ସକାଳୁ ବିଭୂତିପଡ଼ା ସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ବିଭୂତିପଡ଼ା
Read More...