Browsing Tag

balangir news

ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ପତ୍ନୀ ହେମଲତାଙ୍କ ଶେଷକୃତ୍ୟ ସଂପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଧର୍ମପତ୍ନୀ ଶ୍ରୀମତୀ ହେମଲତା ଛୁରିଆଙ୍କ ୭୪ ବର୍ଷ ବୟସରେ ଗତକାଲି ଭୁବନେଶ୍ୱର ଏମସ୍ ହସ୍ପିଟାଲଠାରେ ପରଲୋକ ହୋଇଯାଇଥିଲା । ଆଜି ସକାଳୁ ବିଭୂତିପଡ଼ା ସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ବିଭୂତିପଡ଼ା
Read More...

ପୋଖରୀ ରାସ୍ତା ଶୋଚନୀୟ : ଶୀଘ୍ର ରାସ୍ତା ନିର୍ମାଣ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ପୋଖରୀ ରାସ୍ତା ଅତି ଖରାବ ହୋଇଯାଇଛି । ଏହି ରାସ୍ତାରେ ଗ୍ରାମର ସମସ୍ତ ଲୋକ ଗାଧୋଇବା ପାଇ ନିର୍ଭର କରିଥାଆନ୍ତି, ଏହି ରାସ୍ତା ଏତେ କଦର୍ଯ୍ୟ ହୋଇଛି ଯେ, ପୋଖରୀକୁ
Read More...

ରାମସ୍ୱାମୀ ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ମାଲପଡା ସ୍ଥିତ ରାମସ୍ୱାମୀ ମନ୍ଦିରର ନବନିର୍ମାଣ କରାଯାଇ ରତ୍ନମୁଦ ସ୍ଥାପନ ଉତ୍ସବ ରବିବାର ମହା ଆଡମ୍ବରରେ ଶୁଭାରମ୍ଭ ହୋଇଯାଇଛି । ଦୁଇଦିନ ଧରି ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ଅଧିବାସ ଓ କଳସଯାତ୍ରା କରାଯାଇଥିଲା । ରାମସ୍ୱାମୀ
Read More...

ମା’ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟ ଦେବୀ ମା’ ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରଜକ ସମାଜ, ବଲାଙ୍ଗିର ଉପଖଣ୍ଡ ସଭାପତି ଭୁବନେଶ୍ୱର ସେଠ୍‌ ସଭାପତିତ୍ୱ କରିଥିଲେ । ପ୍ରଥମେ ମନ୍ଦିର ପୂଜକ
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଟାଉନ ବାଳିକା ହାଇସ୍କୁଲ ବଲାଙ୍ଗିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆରମ୍ଭରେ ପାଟଣେଶ୍ୱରୀ ଏବଂ ସମଲେଇ
Read More...

ଲୋଇସିଂହା ମଣ୍ଡଳ ଷଡ ବଂଶୀୟ ୪୫୦୦ ଘର ଗଣ୍ଡ ସମାଜ ବିକାଶ ପରିଷଦ ନିର୍ବାଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷଡବଂଶୀୟ ୪୫୦୦ ଘର ଗଣ୍ଡ ସମାଜ ବିକାଶ ପରିଷଦର ସଭା ଲୋଇସିଂହା ବ୍ଲକ ଅନ୍ତର୍ଗତ ଛତାବାହାଲ ଗ୍ରାମରେ ସଭା ହୋଇ ନୂତନ କର୍ମକର୍ତ୍ତା ସଭାପତି ସେବାକର ମଲ୍ଲିକ, ସାଧାରଣ ସଂପାଦକ ବଳଭଦ୍ର ମରପାଚି, ଉପ-ସଭାପତି ବାସନ୍ତି ଧରୁଆ, ଯୁଗ୍ମ ସଂପାଦକ ଅର୍ଜୁନ ଭୋଇ,
Read More...

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସମସ୍ତ ଦାବୀ ପ୍ରତି ରାଜ୍ୟ ସରକାର ସବୁବେଳେ ଯତ୍ନବାନ : ମନ୍ତ୍ରୀ ଶ୍ରୀମତୀ…

ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସମସ୍ତ ଦାବୀକୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେବା ସହ ସର୍ବଦା ସେମାନଙ୍କ ଉନ୍ନତି କଳ୍ପେ ଯତ୍ନବାନ ବୋଲି ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବରେ
Read More...

ଥ୍ରୀ ପି-ସାମ୍ବାଦିକଙ୍କ ପେନସନ, ପ୍ରେଷ୍ଟିଜ୍ ଓ ପ୍ରୋଟେକସନକୁ ନେଇ ଓୟୁଜେ ରାଜ ରାସ୍ତାକୁ ଓହ୍ଲାଇବ : ଓୟୁଜେର ରାଜ୍ୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥ୍ରୀ ପି-ସାମ୍ବାଦିକଙ୍କ ପାଇଁ ପେନସନ, ପ୍ରେଷ୍ଟିଜ୍ ଓ ପ୍ରୋଟେକସନକୁ ନେଇ ଓୟୁଜେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଆଜି ବଲାଙ୍ଗିରଠାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ
Read More...

ଶିଶୁ ଯତ୍ନ ଅନୁଷ୍ଠାନରୁ ରାଜ୍ୟକୁ ଶିଶୁ ମହୋତ୍ସବରେ ଯୋଗଦାନ ପାଇଁ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ତରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନାଥ ଶିଶୁମାନଙ୍କର ଅନ୍ତରରେ ଥିବା ଅନ୍ତର୍ନିହିତ ଗୁଣର ବିକାଶ ଓ ତାକୁ ପ୍ରସ୍ଫୁଟିତ ବା ପ୍ରକାଶିତ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରି ଜିଲ୍ଲା ଶିଶୁ ସୁରକ୍ଷା
Read More...

କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଏଡ଼ିଏମ୍‌

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ର୍ଦୁନୀତି ନିବାରଣ ସପ୍ତାହ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ । ବିଭିନ୍ନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ମହିଳା ମହାବିଦ୍ୟାଳୟ ଛାତ୍ରୀମାନେ ଭାଗନେଇ କୃତୀତ୍ୱ ଅର୍ଜନ କରିଛନ୍ତି । ପ୍ରଥମେ ବିଭିନ୍ନ ବ୍ଲକ, ବିଜ୍ଞାପିତ
Read More...