Browsing Tag

balangir news

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସରଗଡ଼ା ଗ୍ରାମରେ ଏକ ଅଜଣା ବାଇକ୍‌ ଧକ୍କାରେ ହରେକୃଷ୍ଣ ସାହୁନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ସଦର ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତଜଣକ ହେଲେ ବାଗଡ଼ିଆଁ ଗ୍ରାମର ରବୀନ୍ଦ୍ର ମଟାରୀ ବୋଲି ଜଣାପଡ଼ିଛି ।
Read More...

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରବ୍ଲକ ସକମା ପଞ୍ଚାୟତରେ ପୂର୍ବତନ ସାସଂଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ଦ୍ୱାରା ଜଗନ୍ନାଥ ମନ୍ଦିରମଣ୍ଡପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥିସହ ବିଜେଡ଼ିର ପୂର୍ବତନ ସହଯୋଗୀ
Read More...

ତୁରନ୍ତ ଖରିଫ୍‌ ଧାନକ୍ରୟ ପାଇଁ ମଣ୍ଡି ଖୋଲୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖରିଫ୍‌ ଋତୁ ପାଇଁ ବଲାଙ୍ଗିରରେ ତୁରନ୍ତ ଧାନମଣ୍ଡି ଖୋଲିବ । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଦାବି କରିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ସେ କହିଛନ୍ତି ଯେ, ନୂଆଁଖାଇ ଶେଷ ହେବାପରେ ଏବେ ବଲାଙ୍ଗିର ଧାନ ଅମଳ ଚାଲିଛି
Read More...

ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୧୦ରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୫୫ ବର୍ଷ ହେଲା ଅର୍ଥାତ୍‌ ୧୯୬୭ ମସିହାରୁ ରାମଜୀ ଯୁବକ ସଂଘ ତରଫରୁ ସଦାଇପାଲିଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇ ଆସୁଅଛି । ଚଳିତ ୫୬ତମ ବାର୍ଷିକ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସାଇଟ୍‌ କଲେଜ ପରିସରରେ ଥିବା ପଲ୍ଲିଶ୍ରୀ ଷ୍ଟଡିୟମଠାରେ ଅନୁଷ୍ଠିତ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ନାଗରିକ ମଂଚର ଏକ କାର୍ଯ୍ୟକାରିଣୀ ବୈଠକ ଶାନ୍ତିପଡା ସ୍ଥିତ ସିଦ୍ଧଶଙ୍କର ଆଇରନ ଷ୍ଟୋରଠାରେ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସଭାପତି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ତତ୍ପରେ ମନୋରଂଜନ ମିଶ୍ର
Read More...

ସର୍ବ ଭାରତୀୟ କେନ୍ଦ୍ରସରକାର ପେନ୍‌ସନଧାରୀ ସଂଘର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଇନ୍ଦ୍ରାନଗର ସ୍ଥିତ ଶବରୀ ନାରାୟଣ ଧର୍ମଶାଳାଠାରେ ସର୍ବ ଭାରତୀୟ କେନ୍ଦ୍ର ସରକାର ପେନସନଧାରୀ ସଂଘର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ସଭାପତି ବିଜୟ କୁମାର ପୁରୋହିତଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଯାଇଛି । ସମ୍ପାଦକ ବୃଷଭ ସା
Read More...

ନେତାଜୀ ସଂଗ୍ରାମ ପରିଷଦର ମୁଖପତ୍ର ‘ସୁଭାଷଚିନ୍ତନ’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂଗଠନ ନେତାଜୀ ସଂଗ୍ରାମ ପରିଷଦର ତ୍ରୟମାସିକ ମୁଖପତ୍ର ସୁଭାଷ ଚିନ୍ତନର ଷଷ୍ଠ ସଂଖ୍ୟା ଶୁକ୍ରବାର ସଂଧ୍ୟାରେ ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ଦୈନିକ ବଜାର ରାମ ମନ୍ଦିରରେ ପତ୍ରିକାର ସଂପାଦକ ତଥା ସଂଗ୍ରାମ ପରିଷଦର ସଭାପତି
Read More...

ସହଯୋଗ ଫାଉଣ୍ଡେସନ୍ ଦ୍ୱାରା କପଡା ବ୍ୟାଙ୍କ ପ୍ରତିଷ୍ଠା ଏବଂ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତୁ ଆମେ ସମସ୍ତେ ଆସନ୍ତା ପର୍ବ ପର୍ବାଣି ଏପରି ଭାବରେ ପାଳନ କରିବା ଯାହା ଅନ୍ୟମାନଙ୍କ ଜୀବନରେ ଉତ୍ସାହର ରଙ୍ଗ ପୂରଣ କରିପାରିବ । ଏହିପରି କିଛି କରିବା ପାଇଁ ସହଯୋଗ ଫାଉଣ୍ଡେସନ୍ ଦୀପାବଳି ଅବସରରେ ଅଭାବୀ ଏବଂ ଗରିବ ଲୋକମାନଙ୍କ ମଧ୍ୟରେ ପୋଷାକ ବଣ୍ଟନ
Read More...

କୁଟାସିଂହାରୁ ସଲେଭାଟା ରାସ୍ତା ପାଲଟିଛି ମରଣଯନ୍ତା : ରାସ୍ତା ଉପରେ ମାଡି ବସିଛି ଅନାବନା ଗଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ କୁଟାସିଂହାରୁ ସାଲେଭଟା ୨୬ ନମ୍ବର ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଏବେ ଶୋଚନୀୟ ହୋଇ ପଡିଛି । ସ୍ଥାନେ ସ୍ଥାନେ ଗାତ ସୃଷ୍ଟି ହୋଇଥିବା ସାଙ୍ଗକୁ ବର୍ଷା ଦିନିଆ ଅନାବନା ଗଛଲତା ଉଠି ରାସ୍ତାକୁ ମାଡି ବସିଛି । ଠିକରେ ଆଗକୁ ରାସ୍ତା ଦେଖି
Read More...

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ପାଳନ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ଅକ୍ଟୋବର ୩୦ ତାରିଖଠାରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ
Read More...