Browsing Tag

balangir news

କୁଟାସିଂହାରୁ ସଲେଭାଟା ରାସ୍ତା ପାଲଟିଛି ମରଣଯନ୍ତା : ରାସ୍ତା ଉପରେ ମାଡି ବସିଛି ଅନାବନା ଗଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ କୁଟାସିଂହାରୁ ସାଲେଭଟା ୨୬ ନମ୍ବର ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଏବେ ଶୋଚନୀୟ ହୋଇ ପଡିଛି । ସ୍ଥାନେ ସ୍ଥାନେ ଗାତ ସୃଷ୍ଟି ହୋଇଥିବା ସାଙ୍ଗକୁ ବର୍ଷା ଦିନିଆ ଅନାବନା ଗଛଲତା ଉଠି ରାସ୍ତାକୁ ମାଡି ବସିଛି । ଠିକରେ ଆଗକୁ ରାସ୍ତା ଦେଖି
Read More...

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ପାଳନ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ଅକ୍ଟୋବର ୩୦ ତାରିଖଠାରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ
Read More...

ବଲାଙ୍ଗିର ପବ୍ଲିକ ସ୍କୁଲରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ ସ୍କୁଲରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦୁର୍ନୀତି ନିବାରଣ ଉପରେ
Read More...

ପାଣି ଟାଙ୍କି ଉପରୁ କୋଶଲବାଦୀ ଯୁବକ ଇନ୍ଦ୍ରମଣି ସାହୁ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଣି ଟାଙ୍କି ଉପରୁ ଯୁବକଙ୍କୁ ଉଦ୍ଧାର କରିଛନ୍ତି ବଲାଙ୍ଗିର ଅଗ୍ନିଶମ ବିଭାଗ କର୍ମଚାରୀମାନେ । ଉଦ୍ଧାର ଯୁବକ ଜଣକ ପୁଇଁତଲା ନିବାସୀ କୋଶଲବାଦୀ ଇନ୍ଦ୍ରମଣି ସାହୁ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଆଜି ପୂର୍ବାହ୍ନରେ ବଲାଙ୍ଗିର ସହରର କଲେଜ ଛକ
Read More...

କିଶୋର ନ୍ୟାୟାଳୟର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପାଟଣାଗଡ଼ ରୋଡ଼ସ୍ଥିତ କିଶୋର ନ୍ୟାୟାଳୟର ନୂତନ କୋଠା ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ୍‌ ଲଲାଟେନ୍ଦୁ ଜେନା, ଜିଲ୍ଲାପାଳ ଚଞ୍ଚଳ ରଣା ଏବଂ ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଧ୍ୟାନଦେଓ ଏହି ନୂତନ କୋଠାକୁ ଉନ୍ମୋଚନ କରିଥିଲେ । ଏହି
Read More...

୮୦ ଫୁଟ୍‌ ଉଚ୍ଚ ପାଣି ଟାଙ୍କି ଉପରକୁ ଚଢ଼ି ଯୁବକଙ୍କ ଉନ୍ମତ୍ତ କାଣ୍ଡ : ବଲାଙ୍ଗିର କଲେଜଛକରେ ଲୋକାରଣ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଲେଜ ଛକରେ ରହିଥିବା ପିଏଚ୍‌ଡ଼ି ଜୁନିଅର୍‌ ଇଂଜିନିଅର୍‌ଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ୮୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି ଉପରକୁ ଚଢ଼ି ଜଣେ ଯୁବକ ବିଭିନ୍ନ ପ୍ରକାର ନାରା ଦେଉଥିବା ବେଳେ ଏକ ବ୍ୟାନର୍‌ ଲଗାଇଥିବା ବି
Read More...

ପୁଇଁତଲ ବ୍ଲକ କାର୍ଯ୍ୟାଳୟଠାରେ ଦାଦନ ଚାଲାଣ ସନ୍ଦେହରେ ଘରୋଇ ବସକୁ ଅଟକାଇଲା ବଲାଙ୍ଗିର ଟାଉନ୍‌ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୋନପୁର ରାସ୍ତାର ସହର ଉପକଣ୍ଠସ୍ଥ ବଲାଙ୍ଗିର କଲେଜ୍ ନିକଟରେ ଏକ ଘରୋଇ ବସରେ ଚଢ଼ାଉ କରିଛି ଟାଉନ୍‌ ପୁଲିସ । ବସରେ ତନାଘନା କରି ପ୍ରାୟ ୩୦ ଜଣ ଶ୍ରମିକଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ସୂଚନା ରହିଛି । ସୂଚନା ଅନୁସାରେ ଏହି ଦାଦନ ମାନେ
Read More...

ବାରପୁଡୁଗିଆ ଗଉଁନ୍ତିଆ ଯଜ୍ଞେଶ୍ଵର ସାଏଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମର ଗଉଁନ୍ତିଆ ଯଜ୍ଞେଶ୍ଵର ସାଏଙ୍କ ୮୦ ବର୍ଷ ବୟସରେ ସ୍ୱରାଜ ହସପିଟାଲରେ ହୃତଘାତରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ସମୟରେ ତାଙ୍କ ସହଧର୍ମିଣୀ ନୂଆଦେଇ ସାଏଙ୍କ ସହ ତିନି ପୁତ୍ର ନୃପରାଜ, ବିଶ୍ୱରାଜ, ଇଂ.
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ପାଳନ ଉପଲକ୍ଷେ ସଚେତନତା ରାଲି ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨୩ ଅକ୍ଟୋବର ୩୦ ତାରିଖଠାରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ଉପଲକ୍ଷେ ଆଜି ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖା ପକ୍ଷରୁ ଏକ ସଚେତନତା
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମ୍ବାଦିକ କୁନା ବାଗଙ୍କ ମାତୃ ବିୟୋଗ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୬୮ ବର୍ଷ ହେଉଥିଲା । ମାତା ବିଳାସିନି ଦେବୀ ଜଣେ ପରୋପକାରୀ ମହିଳା ଥିଲେ । ବିଗତ ୭ ଦିନ ହେବ ତାଙ୍କର ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା
Read More...