pakka

ତୃତୀୟ ଥର ପାଇଁ ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ସଭାପତି ହେଲେ ଅମରେଶ କୁମାର ତ୍ରିପାଠୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ୨୦୨୪ – ୨୫ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସିଭିଲ୍‌ କୋର୍ଟ ବାର୍‌ ହଲ୍‌ଠାରେ ଅନୁଷ୍ଠିତ ଏହି ନିର୍ବାଚନରେ ଓକିଲ ସଂଘର ସଭାପତି ଭାବରେ ତୃତୀୟ ଥର ପାଇଁ ଅମରେଶ କୁମାର ତ୍ରିପାଠୀ ନିର୍ବାଚିତ ହୋଇଥିବା ବେଳେ ପ୍ରମୋଦ କୁମାର ବହିଦାର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।

jay balangir
Leave A Reply

Your email address will not be published.

1 × four =