Browsing Tag

balangir news

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ବଲାଙ୍ଗିରରେ ଜନ ଜାଗରଣ ନିମନ୍ତେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ବଲାଙ୍ଗିରରେ ଜନ ଜାଗରଣ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ ଗୋବିନ୍ଦ ଚନ୍ଦ୍ର ମିଶ୍ର, ସହ ସଂଯୋଜକ ବାବୁଲାଲ ମିଶ୍ରଙ୍କ ସଂଯୋଜନାରେ ବଲାଙ୍ଗିର ରାମ ଚରିତ ମାନସ ମନ୍ଦିରରେ ଗତକାଲି
Read More...

ନରସିଂହଙ୍କୁ ଭେଟିଲେ ଆୟୁର୍ବେଦ ମହାବିଦ୍ୟାଳୟର ନୂତନ ଛାତ୍ର ସଂସଦ : ଶିକ୍ଷା, ଚିକିତ୍ସା, ଛାତ୍ର ସମସ୍ୟା ଓ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାରଦେଶ୍ୱରୀ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ନୂତନ ଛାତ୍ର ସଂସଦ ଆଜି ସନ୍ଧ୍ୟାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର ନୂତନ ଭାବେ ନିର୍ବାଚିତ ହୋଇଥିବା ଛାତ୍ର ସଂସଦର
Read More...

କ୍ରେଟ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଲେ ନରସିଂହ

ବିଭାଗ କ୍ରେଟ ବଣ୍ଟନ ବହୁ ଆଡମ୍ବରେ ଲଘୁକ୍ରିୟା ସଦୃଶ : ନରସିଂହହିତାଧିକାରୀଙ୍କ ଦ୍ୱାରକୁ ଦ୍ୱାର ଯାଇ କ୍ରେଟ ବଣ୍ଟନ କରିବା ଦରକାର : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅମଳ ପରବର୍ତ୍ତି ପରିଚାଳନା ଓ ଉଦ୍ୟାନ କୃଷିର ଅମଳ ପରବର୍ତ୍ତି ବିପଣନରେ ସହାୟତା ମାଧ୍ୟମରେ ଯୋଜନା ମୁତାବକ
Read More...

ଛୁଆଦିନୁଁ ଗୀତ୍‌ ଗାଇ ଗାଇ ମାହିର୍‌ ହେଇଛନ୍‌ ଗୁପ୍ତେଶ୍ୱର ଲେଙ୍କା

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ଛୁଆଦିନୁଁ ଗୀତ୍‌ ଗାଇ ଗାଇ ମାହିର୍‌ ହେଇଛନ୍‌ ଗୁପ୍ତେଶ୍ୱର ଲେଙ୍କା । ବଲାଙ୍ଗିର ସଦର ବ୍ଲକ୍‌ ବିଡ଼ିଘାଟ୍‌ ଗାଁ ନେ ଜନମ୍‌ ହେଇଥିବା ଗୁପ୍ତେଶ୍ୱର ଏଭେ ନ' କ୍ଲାସ୍‌ ଥି ପାଠ୍‌ ପଢ଼ୁଛନ୍‌ ବଲାଙ୍ଗିର ସହରର ପିପି ଏକାଡେ଼ମୀ ସ୍କୁଲ ଥି । ବାପା
Read More...

ଆପତ୍ତିଜନକ ଭିଡ଼ିଓ ଭାଇରାଲ୍‌ କରି ଯୁବକ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆପତ୍ତିଜନକ ଭିଡ଼ିଓ ଭାଇରାଲ୍‌ କରି ଜଣେ ଯୁବକ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ବେହେରାପାଲିର ଅସିତ୍‌ ପଟେଲ(୧୮) ଜଣେ ନାବାଳିକାଙ୍କ ସହ ଶାରିରୀକ ସଂପର୍କ ରଖିବା ସହ ଆପତ୍ତିଜନକ ଭିଡ଼ିଓ ଭାଇରାଲ୍‌ କରିଥିବା ଅଭିଯୋଗ ହେବା ପରେ
Read More...

ଜିଲ୍ଲା କଳାକାର ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କଳାକାର ସଂଘର ସାଧାରଣ ପରିଷଦ ବୈଠକ ସଂପାଦକ ପ୍ରଭାକର ମିଶ୍ରଙ୍କ ଆବାହକତ୍ୱରେ ସ୍ଥାନୀୟ ଯାଦବ ଭବନରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ ହୋଇଥିବାରୁ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ
Read More...

ଆରପାରିରେ ବିନୋଦ ନାଏକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସାଗରପଡାର ବିନୋଦ ନାଏକ (କାଲିଆ)ଙ୍କ ୫୨ ବର୍ଷ ବୟସରେ ପରଲୋକ ଘଟିଛି । ଗତ ୨୬ ତାରିଖରେ କଦଳୀମୁଣ୍ଡା ନର୍ସରୀଠାରେ ବିନୋଦଙ୍କୁ ଏକ ଅଜଣା ଓଟୋ ପଛପଟୁ ଧକ୍କା ଦେଇଥିଲା ଫଲରେ ସେ ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲେ ସେତେବେଳେ ତାଙ୍କର ମୁଣ୍ଡ
Read More...

ସଂଚୟ ପକ୍ଷ-୨୦୨୩ ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂଚୟ ଓ ଆର୍ଥିକ ସେବା ସଂଗଠନ, ଅର୍ଥ ବିଭାଗ, ଓଡ଼ିଶା ସରକାର ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସଂଚୟ ପକ୍ଷ-୨୦୨୩ ଅବସରରେ ବକ୍ତୃତା ପ୍ରତିଯୋଗିତା ବଲାଙ୍ଗିର ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ବିଭାଗୀୟ
Read More...

ଜିଲ୍ଲାସ୍ତରରୁ ରାଜ୍ୟସ୍ତରକୁ ଉତ୍ସାହ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ତରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ତରଫରୁ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନାଥ ଶିଶୁମାନଙ୍କର ଅନ୍ତରରେ ଥିବା ଅନ୍ତର୍ନିହିତ ଗୁଣର ବିକାଶକୁ ପ୍ରସ୍ଫୁଟିତ ବା ପ୍ରକାଶିତ କରିବା ପାଇଁ ତଥା ସମସ୍ତଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲା ଶିଶୁ
Read More...

ବଲାଙ୍ଗିରରେ କ୍ରେତା ବିକ୍ରେତା ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରରେ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନରେ ଓରମାସ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ କ୍ରେତା ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ଚାଷୀ ଏବଂ ବିକ୍ରେତାଙ୍କ ସମସ୍ୟା, ସୁବିଧା ଏବଂ ପରସ୍ପର ସହ ଆଳାପ ପାଇଁ ଏହି
Read More...