Browsing Tag

balangir news

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର କର

ସୁବର୍ଣ୍ଣପୁର/ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର କର । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଜୈନେକ
Read More...

ମାହେଶ୍ୱରୀ ତରଫରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସାଲେପାଲି ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଦେବ ଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସହରର ଜଣା ଶୁଣା ସଂଗଠନ ମାହେଶ୍ୱରୀ ସଂଗଠନ ତରଫରୁ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବାର୍ଦ୍ଧକ୍ୟ ଆବାସର ଅନ୍ତେବାସୀଙ୍କୁ ବଲାଙ୍ଗିରର ସମସ୍ତ
Read More...

ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତା ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଟାଉନ ବାଳିକା ବିଦ୍ୟାଳୟ ପ୍ରାଙ୍ଗଣରେ ବଲାଙ୍ଗିର ରୁ ପ୍ରକାଶିତ "ସୃଜନ ସଳିତା ନବନୀତା" ସାହିତ୍ୟ ପତ୍ରିକାର ପୂଜା ସଂଖ୍ୟା ବିଶିଷ୍ଟ ସାହିତ୍ୟିକଙ୍କ ଗହଣରେ ଉନ୍ମୋଚିତ ହୋଇଯାଇଛି । ଚଳିତ ସଂଖ୍ୟାରେ ବିଶିଷ୍ଟ ସାମ୍ବାଦିକ ତଥା ସାହିତ୍ୟିକ
Read More...

ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ଓକିଲ ଦିନେଶ ନାଗଙ୍କ ସଭାପତିତ୍ୱରେ ଜିଲ୍ଲା ସାମ୍ବାଦିକ ଭବନଠାରେ ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ଏଥିରେ ସଂସ୍କୃତି ଗବେଷକ ତରଣୀସେନ ଦୀପଙ୍କ ସଂଯୋଜନାରେ ଶିକ୍ଷାବିଦ୍‌ ନେପାଲ ଚନ୍ଦ୍ର ବାଗ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି
Read More...

ଓଡିଶାରେ କୋରୋନା ମୃତ୍ୟୁ ସଂଖ୍ୟା ୨୫୦୩୨

ସରକାରଙ୍କ ଅନୁକମ୍ପା ସହୟତା ପାଇଛନ୍ତି ୨୦୩୯୭ଖୋର୍ଦ୍ଧାରେ ସର୍ବାଧିକ ଓ ଦେବଗଡରେ ସବୁଠୁ କମ କରୋନା ମୃତ୍ୟୁସମ୍ବେଦନହୀନ ଭାବେ କାର୍ୟ୍ୟ କରିଛନ୍ତି ରାଜ୍ୟ ସରକାର : ହେମନ୍ତ ପଣ୍ଡା ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଲହର ସମୟରେ ରାଜ୍ୟର ପ୍ରାୟ ପ୍ରତ୍ୟେକ ଘର କାନ୍ଦ ବୋବାଳୀରେ
Read More...

ମାହେଶ୍ୱରୀ ମହିଳା ଶାଖାର ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସ୍ଵଧାର ଗୃହର ଅନ୍ତେବାସୀଙ୍କ ଗହଣରେ ମାହେଶ୍ୱରୀ ମହିଳା ଶାଖା ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱଚ୍ଛତା ସଚେତନତା ସହିତ ସ୍ୱଚ୍ଛତା ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ମାହେଶ୍ୱରୀ ମହିଳା ଶାଖା
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନରସିଂହ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଂସ୍କୃତ ପରିଷଦର ସଭାପତି ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଷଦର ମାସିକ ଅଧିବେଶନ ପାଳିତ ହୋଇଯାଇଛି । ପ୍ରଥମେ ପୂର୍ବତନ ସଭାପତି ସ୍ୱର୍ଗତ ଟିକେଶ୍ୱର ଗୁରୁଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା ପରେ ସଭା
Read More...

ବଲାଙ୍ଗିରରେ କାର୍ତ୍ତିକ ପୂର୍ଣ୍ଣିମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଚଳଚଞ୍ଚଳ ଗାଁ ଠୁ ସହର । ବଡ଼ି ଭୋର୍‌ରୁ ଉଠି ସମସ୍ତେ ନିଜ ନିଜ ନିତ୍ୟ କର୍ମ ସାରି ନିକଟସ୍ଥ ପୋଖରୀ ବା ଜଳାଶୟକୁ ଯାଇ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । କୁହାଯାଏ କାର୍ତ୍ତିକ ମାସ ବଡ଼ ପୂଣ୍ୟର ମାସ ।
Read More...

ଆଜି କାର୍ତ୍ତିକ ପୂର୍ଣ୍ଣିମା

ବଲାଙ୍ଗିର, (କେପିଏନ୍‌ଏସ୍‌) : କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଭାବେ ପ୍ରସିଦ୍ଧ । ଏହି ଦିନ ହବିଷ୍ୟାଳିମାନେ ପାଳନ କରୁଥିବା ରାଇଦାମୋଦର ବ୍ରତ ଉଦ୍‌ଯାପିତ ହୋଇଥାଏ । ଏଥିସହ ଭୀଷ୍ମପଞ୍ଚକର ଏହାଶେଷ ଦିନ । କାର୍ତ୍ତିକ
Read More...

ରାଜ୍ୟସ୍ତରୀୟ ଯୁବ ମହୋତ୍ସବର ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲା ବଲାଙ୍ଗିର ଜିଲ୍ଲାର କୋଶଲ ଫୋକ୍…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ୨୫ ଏବଂ ୨୬ ଦୁଇ ଦିନ ଧରି ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ ନେହେରୁ ଯୁବ କେନ୍ଦ୍ର ସଂଗଠନ (ଯୁବ ବ୍ୟାପାର ଏବଂ ଖେଳ ମନ୍ତ୍ରଣାଳୟ ଭାରତ ସରକାର) ଆୟୋଜନ
Read More...