Browsing Tag

balangir news

ଓଡିଶା ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଉଦ୍‌ଯାପିତ : ନିଖିଳ କୁମାର ନାଗ ଷ୍ଟ୍ରଙ୍ଗ ମ୍ୟାନ୍‌ ଓ ସାଗରିକା ପାଢୀଙ୍କୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଦୁଇ ଦିନ ଧରି ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା (ପାୱାର୍‌ ଲିଫଟିଂ) ଜିଲ୍ଲା ଟାଉନ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ପାୱାର୍‌ ଲିଫ୍‌ଟିଂ ଆସୋସିଏସନ୍‌ ତଥା ଏମ୍‌.ଏମ୍‌.ଫିଟ୍‌ନେସର ମିଳିତ ଆୟୋଜନରେ ଏହି ପ୍ରତିଯୋଗିତାରେ
Read More...

ପୂର୍ବତନ ପୁଇଁନ୍ତଳା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନାମୟୀ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ପୁଇଁନ୍ତଳା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନାମୟୀ ମିଶ୍ରଙ୍କ ପରଲୋକ ହୋଇଯାଇଛି । ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବରଗଡ ଏକ ଘରୋଇ ହସପିଟାଲକୁ ନେବା ସମୟରେ ରାସ୍ତାରେ ଦେହାନ୍ତ ହୋଇଥିଲା । ପରେ ତାଙ୍କୁ ତାଙ୍କ ବଲାଙ୍ଗିର ସ୍ଥିତ ଘରକୁ ଅଣାଯାଇଥିଲା ।
Read More...

ଟିକ୍ରାପଡା ଅହୋରାତ୍ର ନାମଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ବିଶ୍ୱ ଶାନ୍ତି ମହାଯଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟିକ୍ରାପଡାଠାରେ ଆୟୋଜିତ ହେଉଥିବା ବିଶ୍ୱ ଶାନ୍ତି ମହାଯଜ୍ଞ ଓ ୫୦ତମ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ପଞ୍ଚମ ଦିନ ଯଜ୍ଞ କର୍ତ୍ତା ଦାୟିତ୍ୱ ମୁଖ୍ୟ କର୍ତ୍ତାଙ୍କ ସହ ରାଜେନ୍ଦ୍ର ମିଶ୍ର, ସମ୍ବିତ ପଣ୍ଡା, ସୁବାଷ ସା, ମହେନ୍ଦ୍ର ବାଗ, ଶିବ ପ୍ରସାଦ
Read More...

ବଲାଙ୍ଗିର ବିଜେଡିର ଯୁବଛାତ୍ରଙ୍କୁ ନେଇ ମାରାଥନ୍‌ କାର୍ଯ୍ୟକ୍ରମ

“ମୁଁ ବି ହେବି ନବୀନ ଓଡିଶାର ସାରଥୀ” କାର୍ଯ୍ୟକ୍ରମରେ ଗୁରୁମନ୍ତ୍ରଦେଲେ ରାଜ୍ୟନେତୃବୃନ୍ଦ ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡି ଦଳର ବଲାଙ୍ଗିର ଜିଲ୍ଲାର ଯୁବ ଓ ଛାତ୍ର ସଂଗଠନକୁ ଆହୁରି ଚଳଚଞ୍ଚଳ କରିବାକୁ ରାଜ୍ୟ ନେତୃବୃନ୍ଦ ପଦକ୍ଷେପ ନେଇଛନ୍ତି । ଗତକାଲି ସ୍ଥାନୀୟ ପେଲେସଲାଇନ
Read More...

ବଲାଙ୍ଗିର ନିକଟସ୍ଥ ଜଙ୍ଗଲ ଓ ସହର ଜଳାଶୟର ପକ୍ଷୀ ସୁରକ୍ଷା ପାଇଁ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ୧୭ଟି ଜଳାଶୟକୁ ଶୀତଦିନେ ଅନେକ ବିରଳ ପକ୍ଷୀ ଆଗାମନ କରିଥାନ୍ତି । ଜଳାଶୟ ଗୁଡିକର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାନ୍ତି । ଏହି ବିରଳ ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ପକ୍ଷୀ ସୁରକ୍ଷା କମିଟି ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓଙ୍କୁ ଏକ ଦାବୀପତ୍ର
Read More...

ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମୀନା ଟେଣ୍ଟ ହାଉସ ପେଲେସ ଲାଇନଠାରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ପୌରାଞ୍ଚଳ ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ସମସ୍ତ ୱାର୍ଡର ବରିଷ୍ଠ ଯୁବ-ଛାତ୍ର ମହିଳା
Read More...

ଆଜିଠାରୁ ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭ

ଲୋଇସିଂହା ପେକ୍ସରେ ଧାନ କିଣାର ଶୁଭାରମ୍ଭ କଲେ ଜିଲ୍ଲାପାଳ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଖରିଫ ୨୦୨୩-୨୪ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ବଲାଙ୍ଗିର ଜିଲ୍ଲାରେ ଆଜିଠାରୁ ଖରିଫ ଧାନ କିଣା ଆରମ୍ଭ କରାଯାଇଛି । ଜିଲ୍ଲାପାଳ
Read More...

ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆଜି ଲୋଇସିଂହା ବ୍ଲକ ମୁଖ୍ୟାଳୟଠାରେ ଅନୁଷ୍ଠିତ ହୋଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଆରକ୍ଷୀ
Read More...

କୋସଲ ରାଜ୍ୟ ପ୍ରତି ୨ କୋଟି ଲୋକଙ୍କ ଭାବାବେଗ ରହିଛି, ସ୍ୱତନ୍ତ୍ର ରାଜ୍ୟ ଗଠନ ହେଉ : କୋସଲବାଦୀ ନେତା ପ୍ରମୋଦ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ନଭେମ୍ବର ୧୮ ତାରିଖରେ ଆହୁତ କୋସଳାଞ୍ଚଳ ବନ୍ଦ ଡାକରାକୁ ଅଦ୍ଭୁତପୂର୍ବ ସମର୍ଥନ ମିଲିଥିଲା । ଏହି ଅଞ୍ଚଳର ସବୁ ଜିଲ୍ଲାରେ ସ୍ୱତଃପୂର୍ତ୍ତ ବନ୍ଦ ପାଳନ କରି ସରକାରଙ୍କୁ ଲୋକେ ଏହି ଅଞ୍ଚଳର ଲୋକଙ୍କ ଭାବାବେଗ ଦେଖାଇଦେଲେ । କୋସଳାଞ୍ଚଳର ୨କୋଟି ଜନତା
Read More...

ଜେଏସ୍ଏମ୍ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟ ପକ୍ଷରୁ ଆର ଏନ୍ ସିଂ ଦେଓ ସ୍ପୋଟସ୍ କମ୍ଲେକ୍ସରେ ବାର୍ଷିକ କ୍ରୀଡା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍ଏମ୍ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟ ପକ୍ଷରୁ ଆର ଏନ୍ ସିଂ ଦେଓ ସ୍ପୋଟସ୍ କମ୍ଲେକ୍ସରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟନ କରିଥିବା ମୁଖ୍ୟ ଅତିଥି ଜିଲ୍ଲା ପରିଷଦର ସଭାନେତ୍ରୀ
Read More...