Browsing Tag

balangir news

ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିର ଏବଂ ଅଭିଭାବକ ମଂଚର ମିଳିତ ଆନୁକୂଲ୍ୟରେ ଦିବଂଗତ ସଦସ୍ୟଗଣଙ୍କ ଉଦ୍ଦେଶ୍ୟରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଶିକ୍ଷଣ ମଣ୍ଡଳର ବରିଷ୍ଠ ସଦସ୍ୟ ତଥା
Read More...

ଅବାଟରୁ ଆଣି ବାଟ ଦେଖାଉଥିଲେ ସତ୍ୟନାରାୟଣ ବେହେରା

ବଲାଙ୍ଗିର, (କେପିଏନଏସ୍‌) : ନିରାଡମ୍ବର ଜୀବନ ଥିଲା ସତ୍ୟନାରାୟଣ ବେହେରାଙ୍କର । ମାତ୍ର ବଲାଙ୍ଗିର କ୍ଷେତ୍ରରେ ତାଙ୍କର ଜୀବନ ଥିଲା ସମର୍ପିତ । ମାଟି ପ୍ରତି ତାଙ୍କର ମୋହ ବେଶୀ ଥିଲା । ବହୁମୁଖୀ ପ୍ରତିଭା ଥିଲା ତାଙ୍କର । ଏପରି ନିଆରା ବ୍ୟକ୍ତିତ୍ୱଙ୍କର ଜୀବନ ଆମ ପାଇଁ ସବୁବେଳେ
Read More...

ସରକାରୀ ମହାବିଦ୍ୟାଳୟଠାରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟରେ (+୨ ଓ +୩) ରାଜ୍ୟ ସରକାରଙ୍କ ଦ୍ଵାରା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ବେହେରାଙ୍କ ଅଧ୍ୟକ୍ଷତାରେ ବିଧାୟକ ବଲାଙ୍ଗିର ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ
Read More...

ବିକଶିତ ଭାରତର ସଂକଳ୍ପ ଯାତ୍ରା ରଥ ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳ ଚଞ୍ଚଳ ରାଣା ବିକଶିତ ଭାରତର ସଂକଳ୍ପ ଯାତ୍ରା ରଥ ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସଂଶାଧନ କେନ୍ଦ୍ରରେ ରଥର ନୋଡାଲ ଅଫିସର ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂଙ୍କ ସହ
Read More...

ଦେଓଗାଁରେ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ : ବିଜୁ କନ୍ୟାରତ୍ନ ଯୋଜନାର ଲଗୋ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଅଧ୍ୟକ୍ଷତା
Read More...

ବଲାଙ୍ଗିର ଜୟ କିଷାନ ଆନ୍ଦୋଳନର କର୍ମକର୍ତ୍ତାଙ୍କ ପକ୍ଷରୁ ସିଏସ୍‌ଓଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜୟ କିଷାନ ଆନ୍ଦୋଳନର କର୍ମକର୍ତ୍ତାମାନେ ବେସାମରିକ ଯୋଗାଣ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀ ପତ୍ରରେ ଉଲ୍ଲେଖ ଅଛି ଯେ, କଟାବାଞ୍ଜି ସ୍ଥିତ ଶ୍ରୀ ଶ୍ୟାମଜୀ ପେଡ଼ି ପ୍ରୋସେସିଂ ମିଲସ ନାମରେ ବେଆଇନ ଭାବେ ବିଦ୍ୟୁତ
Read More...

ଜାତୀୟ ତାଇକଣ୍ଡୋ ପାଇଁ ଅସୀମ ଓ ସାନଭିଙ୍କ ଡେରାଡୁନ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତାଇକଣ୍ଡୋ ସଂଘ ସାଧାରଣ ସମ୍ପାଦକ ତଥା କୋଚ ଅସୀମ କୁମାର ଭୋଇଙ୍କ ସହ ସାନଭି ପଧାନ ଆଜି ଡେରାଡୁନ ଅଭିମୁଖେ ଯାତ୍ରା କରିଛନ୍ତି । ପୁରୀଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସବ୍ ଜୁନିୟର ତାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିରର ସାନଭି ପଧାନ
Read More...

ଡୁଚେନ୍‌ ମାଂସପେଶୀ ଡିଷ୍ଟ୍‌ରୋଫି ବ୍ୟାଧିର ଦୁଇଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କକ୍ଷରେ ଡୁଚେନ୍‌ ମାଂସପେଶୀ ଡିଷ୍ଟ୍‌ରୋଫି (ଡିଏମଡି) ବ୍ୟାଧିର ଦୁଇଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ଲେଖାଏଁ କୋଡିଏ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ।
Read More...

ରାଜ୍ୟ ସିନିୟର୍‌ ବ୍ୟାଡ଼୍‌ମିଣ୍ଟନ୍‌ ଚମ୍ପିଆନ୍‌ସିପ୍‌ : ଆରିଆ, ଅରବିନ୍ଦ, ପାରସ, ତାହସିବ ଖାନ୍‌ ପରବର୍ତ୍ତୀ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର୍‌ ଷ୍ଟାଡିୟମ୍‌ଠାରେ ଚାଲିଥିବା ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡ଼ମିଣ୍ଟନ ଚମ୍ପିଆନ୍‌ସିପ୍‌ର ଦ୍ୱିତୀୟ ଦିନର ଖେଳରେ ରାଜ୍ୟର ପ୍ରାୟତଃ ସମସ୍ତ ମାନ୍ୟତାପ୍ରାପ୍ତ ଖେଳାଳି ନିଜ ନିଜ ପ୍ରତିଦ୍ୱନ୍ଦୀଙ୍କଠାରୁ ବିଜୟୀ ହୋଇ
Read More...

ବଲାଙ୍ଗିର ପଶ୍ଚିମ ଓଡିଶାସ୍ତରୀୟ ଡେଡ୍‌ ଲିଫ୍ଟ ଚମ୍ପିୟାନସିପ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବିଏବିବିଏ ଆନୁକୁଲ୍ୟରେ ସ୍ଥାନୀୟ କଳାମଣ୍ଡପ ପଡିଆରେ ପଶ୍ଚିମ ଓଡିଶାସ୍ତରୀୟ ଡେଡ୍‌ ଲିଫ୍ଟ ଚମ୍ପିୟାନସିପ୍‌ ଉଭୟ ପୁରୁଷ ଓ ମହିଳାଙ୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ପଶ୍ଚିମ ଓଡିଶାର ବିଭିନ୍ନ ସହରରୁ
Read More...