Browsing Tag

anugul news

ରାସ୍ତା ମରାମତି ଦାବୀରେ ଜାତୀୟ ରାଜପଥ ଅବରୋଧ

ଅନୁଗୁଳ : ଆଜି ରାସ୍ତା ମରାମତି ଦାବୀରେ ୬ ଘଣ୍ଟା ପାଇଁ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଅନୁଗୁଳ ଓକିଲ ସଂଘ ପକ୍ଷରୁ ଏନଏଚ୍‌ ଅବରୋଧ କରାଯାଇଥିବା ବେଳେ ସଂଘ ପକ୍ଷରୁ ୨ଟି ପ୍ରମୁଖ ଦାବୀ ରଖାଯାଇଛି । ଏନ୍‌ଏଚ୍‌-୫୫ର ସମ୍ପ୍ରସାରଣ ବିଳମ୍ବ ଓ ରାସ୍ତା ଦୂରାବସ୍ତାର ପ୍ରତିବାଦରେ ଅବରୋଧ…
Read More...

ବଜ୍ରପାତରେ ଚାଲିଗଲା ନାବାଳକଙ୍କ ଜୀବନ

ଅନୁଗୁଳ : ଅନଗୁଳ ବଡ଼କେରେଜାଙ୍ଗରେ ଚାଷ ଜମିକୁ ମାଆକୁ ଡାକିବାକୁ ଯାଇଥିବା ସମୟରେ ବଜ୍ରପାତରେ ଚାଲିଗଲା ପୁଅର ଜୀବନ । ମୃତକ ଜଣକ ବଡ଼କେରେଜାଙ୍ଗ ଗାଁର ଦୁଷ୍ମନ୍ତ ସାହୁ(୧୭) ବୋଲି ଜଣାପଡିଛି । ସୂଚନା ଅନୁସାରେ ବଡ଼କେରେଜାଙ୍ଗ ଗାଁର ଦୁଷ୍ମନ୍ତଙ୍କ ମା' ଚାଷ ଜମିକୁ ଯାଇଥିଲେ । ଏହି ସମୟରେ…
Read More...

ଟିପ୍ପର ଧକ୍କାରେ ଚାଲିଗଲା ନାବାଳକଙ୍କ ଜୀବନ

ଅନୁଗୁଳ : ଅନୁଗୁଳ ଟ୍ରାଫିକ ଛକରେ ଟିପ୍ପର ଧକ୍କାରେ ଜଣେ ନାବାଳକର ମୁତ୍ୟୁ ଘଟିଛି । ମୃତ ନାବାଳକ ଜଣକ ହେଲେ ଆୟୁଷ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ସୂଚନା ଅନୁସାରେ ସ୍ଥାନୀୟ ମିଶ୍ରପଡାର ନାବାଳକ ଆୟୁଷ କଦମ ପଡିଆକୁ ନିଜ ଭାଇସହ ଖେଳିବାକୁ ଆସୁଥିଲେ । ଅନୁଗୁଳ…
Read More...

ଯାତ୍ରୀବାହୀ ଅଟୋକୁ ଧକ୍କାଦେଲା ଟ୍ରକ : ୨ ମୃତ

ଅନୁଗୋଳ : ଅନୁଗୋଳ ଜିଲ୍ଲା ୫୫ ନଂ ଜାତୀୟ ରାଜପଥରେ ଜରପଡା ଥାନା ଅନ୍ତର୍ଗତ ମରାତିରା ଗ୍ରାମ ଠାରେ ଏକ ଯାତ୍ରୀବାହୀ ଅଟୋକୁ ପିଆଜ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଅଟୋରେ ବସିଥିବା ୨ ମହିଳା ଯାତ୍ରାଙ୍କର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ହୋଇଥିବା ଏହି ଦୁର୍ଘଟଣାରେ ଦୁଇଜଣ…
Read More...

ମର୍ମନ୍ତୁଦ ଦୁର୍ଘଟଣା, ୬ ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଲଲହଡା ଝିମିରିପାଲି ଶିବ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ପ୍ରଥମେ ପାଲଲହଡା ଡାକ୍ତରଖାନା ଏବଂ ପରେ ଅନୁଗୁଳ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ସମସ୍ତେ ବଲାଙ୍ଗିର ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ…
Read More...

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ସହ ୫ ଗିରଫ

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତମାନେ ବଇଣ୍ଡା ଅଞ୍ଚଳର ପୂର୍ଣ୍ଣିମା ବେହେରା, ଦୂରୀକା ମାଝୀ,…
Read More...

ହାତୀର ମୃତଦେହ ଉଦ୍ଧାର

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜ୍ ମାଧପୁର ଜଙ୍ଗଲ ମୌଜା ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତେବେ ହାତୀଟିର ମୃତ୍ୟୁ କିପରି ହେଲା ତାହା ସ୍ପଷ୍ଟ ଜଣାପଡିନାହିଁ । ସୂଚନା ଅନୁସାରେ ପୁରୁଣାଗଡ଼ ରେଞ୍ଜ ମାଧପୁର ଜଙ୍ଗଲ ମୌଜା…
Read More...

ବଅଁରପାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ଆହତ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ମହିଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ୫ ଜଣ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ମହିଧରପୁର ଆଡୁ ଏକ କାର ଅନୁଗୁଳ ଆଡକୁ…
Read More...

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌ : ୫ ମୃତ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲା ଖମାର ଥାନା ଇଲାକାରେ ଏକ ଟ୍ରକ୍‌କୁ ଗୋଟିଏ କାର୍‌ ପଛପଟରୁ ଧକ୍କା ଦେବାରୁ ସେଥିରେ ଥିବା ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଉକ୍ତ ଯୁବକମାନେ ଖମାର ଥାନା ଅନ୍ତର୍ଗତ ଇଞ୍ଜିଡ଼ ଗାଁର ବୋଲି ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଲଲହଡା କଣ୍ଟିଆପଶି ବାଇପାସ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପାଲଲହଡ଼ା କଣ୍ଟିଆପଶି ବାଇପାସ ଛକ ନିକଟରେ ଏକ ଟ୍ରକଟି ଛିଡ଼ା ହୋଇଥିବା ବେଳେ ଠିକ୍‌ ଏହି ସମୟରେ ଏକ କାର୍‌…
Read More...