Browsing Tag

aagalapur news

ପଞ୍ଚାୟତସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ                               

ଆଗଲପୁର, (ସୁଶିଳ‌ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ଆଗଲପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର
Read More...

ବିଙ୍ଗହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ରୋତ୍ ବଜାରରେ ଦହିପାଣି ବଣ୍ଟନ

​ଆଗଲପୁର, (ସୁଶିଲ କୁମାର ମିଶ୍ର) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ 'ବିଙ୍ଗହ୍ୟୁମାନ ଫାଉଣ୍ଡେସନ'ର ଆଗଲପୁର ଶାଖା ପକ୍ଷରୁ ଏକ ମହତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରୋତ୍ ସାପ୍ତାହିକ ବଜାରରେ ଫାଉଣ୍ଡେସନ ପକ୍ଷରୁ ପଥଚାରୀ ଓ ବ୍ୟବସାୟୀଙ୍କ ପାଇଁ
Read More...

କରତକଲ ଉପରେ ବନବିଭାଗ ର ଚଢ଼ାଉ : ଜଣେ ଗିରଫ  

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଗ୍ରାମ ପଞ୍ଚାୟତ ଗଣ୍ଡପାଲି ଗ୍ରାମ ଆମ୍ବତୋଟା ଠାରେ ବହୁଦିନରୁ ବେଆଇନ କରତ କଳ ସାଲେଭଟା ଫରେଷ୍ଟ ବିଭାଗ ପକ୍ଷରୁ ଚଢାଉ କରି ବହୁ ଗଛ, ପଟା, ମେସିନ, ଟ୍ରାକ୍ଟର ଜବତ କରାଯାଇଛି । ଏହି କରତ କଳରେ ଗଛ ଗୁଡ଼ିକ କାଟି
Read More...

ଧାନ ଚାଷ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ୱନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଝରଣିପାଲି ଗ୍ରାମ ପଂଚାୟତର ଆଡେନଡୁଙ୍ଗୁରି ଗ୍ରାମରେ କୃଷି ଓ କୃଷକ ସଶକ୍ତ ଓଡିଶା ସରକାର ତରଫରୁ ଚାଷୀଙ୍କୁ ନେଇ ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ୱନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ
Read More...

ମହକ କିଶୋରୀ ପକ୍ଷରୁ ବିଶ୍ୱ ଋତୁଶ୍ରାବ ସ୍ୱଚ୍ଛତା ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ସ୍ଥିତ ବଡ଼ଟିକା, ଝରଣିପାଲି, ଗ୍ରାମ ପଂଚାୟତ କନଫରେନସ୍‌ ହଲ ଓ ନୁନିଆପାଲି ଗ୍ରାମ ପଂଚାୟତର ପାଣ୍ଡେସରା ଗ୍ରାମ ଠାରେ ଜିଲ୍ଲା ଅଗ୍ରଣୀ ସ୍ୱେଚ୍ଛସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ )ଓ ଅଜିମ ପ୍ରେମ ଜି ଫାଉଣ୍ଡେସନ୍‌ ତରଫରୁ ବିଶ୍ୱ
Read More...

ଅପରାଧିକ କାର୍ଯ୍ୟକଳାପ ବଢ଼ାଉଛି ଘୁଡୁଘୁଡୁ ପଟି

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ଅଞ୍ଚଳରେ ବ୍ୟାପକ ଭାବେ ଘୁଡ଼ୁଘୁଡୁ ପଟି ଜୁଆଖେଳ ଚାଲିଛି । ଅଞ୍ଚଳର କୌଣସି ଯାନିଯାତ୍ରା ଅଥବା ମନ୍ଦିର ପ୍ରତିଷ୍ଠା ହେଉ, ସବୁଠି ଘୁଡୁଘୁଡୁ ପଟି ଜୁଆଖେଳ ଚାଲିଛି । ଯାନିଯାତ୍ରା ଅଥବା ପର୍ବପର୍ବାଣୀ ସମୟରେ ଜୁଆଖେଳକୁ ରାଜ୍ୟ
Read More...

ପିଡିଏସ୍‌ ଚାଉଳ ବଣ୍ଟନ ପାଇଁ ସବ୍‌ସେଣ୍ଟର୍ ସ୍ଥାନ ଚିହ୍ନଟ                    

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗ୍ରାମ ପଞ୍ଚାୟତ ୧୧ ଖଣ୍ଡ ଗ୍ରାମକୁ ନେଇ ଗଠିତ । ସେଗୁଡିକ ହେଲା ଭରସୁଜା, ପିପିଲିପାଲି, ଦର୍ଲିପାଲି, ଗଣ୍ଡପାଲି, ବିନ୍ଧାପାଲି, ମନୁପାଲି, ଜେମାପାଲି, ବାଦିପାଲି, ଗୁଣ୍ଡୁରୁମୁଣ୍ଡା, ସଂସା, ଜେମାପାଲି
Read More...

ନଅଗାଁ (କ)ରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅ ଗାଁ (କ) ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ସଭାଗୃହରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ତପସ୍ଵିନୀ ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଉନ୍ନୟନ
Read More...

ପିକେଏସ ଫାଉଣ୍ଡେସନର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ମୁରଶୁଣ୍ଡ ମିନି ଷ୍ଟାଡିୟମ ଠାରେ ପିକେଏସ୍ ଫାଉଣ୍ଡେସନର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ଶିକ୍ଷକ ନେତା ପ୍ରଫୁଲ୍ଲ କୁମାର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଠିତ ଫାଉଣ୍ଡେସନ ପକ୍ଷରୁ
Read More...

ରୋତ କଲେଜର ବାର୍ଷିକ ଉତ୍ସବ ‘ସୁରଙ୍ଗୀ -୨୦୨୬’ ଅନୁଷ୍ଠିତ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ୪୩ ତମ ବାର୍ଷିକ ଉତ୍ସବ 'ସୁରଙ୍ଗୀ-୨୦୨୬' ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଉପଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଆଲୋକ କୁମାର ପଟେଲଙ୍କ ସଭାପତିତ୍ୱରେ
Read More...