ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରପଡ଼ିଲେ ଡେଲାଙ୍ଗ ବ୍ଲକର ଜେଇ

ପୁରୀ : ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଡେଲାଙ୍ଗ ବ୍ଲକର ଜେଇ ରଜନୀ କାନ୍ତ ମାଝି । ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ଦିଗରେ ଚୁଡ଼ାନ୍ତ ବିଲ୍ ରିଲିଜ୍ ପାଇଁ ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ୩୦ ହଜାର ଲାଞ୍ଚ ଦାବୀ ଏବଂ ଗ୍ରହଣ କରୁଥିବା ବେଳେ ପୁରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି । ଜେଇ ଶ୍ରୀ ମାଝିଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।

Leave A Reply

Your email address will not be published.