pakka

ନୂଆଁଖାଇ ପାଇଁ ଛୁଟି ଦାବୀ କଲା ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିଅନ୍‌ସ୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ସେପ୍ଟେମ୍ବର ୧ ତାରିଖ ଦିନ ମହାନ୍‌ ଗଣପର୍ବ ନୂଆଁଖାଇ ପଶ୍ଚିମ ଓଡ଼ିଶାର ଘରେ ଘରେ ପାଳିତ ହେବ । କିନ୍ତୁ ଦୁଃଖର ବିଷୟ ଯେ, କୋଟି କୋଟି ଲୋକ ପାଳନ କରୁଥିବା ଏହି ଗଣପର୍ବ ନୂଆଁଖାଇ ଅବସରରେ ସରକାର ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିନାହାନ୍ତି । ଏଥିସକାଶେ ବ୍ୟାଙ୍କ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିଅନ୍‌ସ୍‌ ପକ୍ଷରୁ ନୂଆଁଖାଇ ପାଇଁ ଛୁଟି ଦାବୀ କରାଯାଇଥିବା ବେଳେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ଛୁଟି ଘୋଷଣା ପାଇଁ ଅନୁରୋଧ କରାଯାଇଛି ।

jay balangir
Leave A Reply

Your email address will not be published.

18 − four =