pakka

ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସପତ୍ନୀକ କରୋନା ପ୍ରତିଷେଧକ ଟୀକା ନେଲେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସପତ୍ନୀକ କରୋନା ପ୍ରତିଷେଧକ ଟୀକା ନେଇଛ‌ନ୍ତି । ଏହି ଅବସରରେ ଏକ କରୋନାମୁ‌କ୍ତ ସମାଜ ସେ କାମନା କରି କରୋନା ପ୍ରତିଷେଧକ ଟୀକା ନେଇ ସମସ୍ତେ ସୁ‌ସ୍ଥ ରହିବାକୁ ଆ‌ହ୍ୱାନ କରିଛ‌ନ୍ତି ।

Leave A Reply

Your email address will not be published.

five × five =