pakka

ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଭାଜପା ଓ କଂଗ୍ରେସର ନେତା ଦିନରାତି ଦେଉଛନ୍ତି ପହରା

bbehera

ଆର.ଉଦୟଗିରି : ଭୋଟ ବାକ୍ସ ଖୋଲି ବାଲାଟ ପେପର ହେରଫେର ଆଶଙ୍କାରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସଏସଡି) ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଭାଜପା ଏବଂ କଂଗ୍ରେସର ନେତା ଓ କର୍ମୀ ଜଗି ରହିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତ ୧୬ ତାରିଖ ରାତିରୁ ଭାଜପା ଓ କଂଗ୍ରେସର ନେତା ଦିନରାତି ଉଜାଗର ରହି କାଳେ ପ୍ରଶାସନ ପକ୍ଷରୁ ଭୋଟ ପେଢ଼ିକୁ ହେରଫେର କରିଦେବା ଆଶଙ୍କାରେ ଷ୍ଟ୍ରଙ୍ଗରୁମ ସମ୍ମୁଖରେ ବସି ରହିଥିବା ଜଣାପଡ଼ିଛି । ୨୮ ତାରିଖ ପର୍ଯ୍ୟନ୍ତ ଏହି ପହରା ଜାରି ରହିବ ବୋଲି କଂଗ୍ରେସ ଏବଂ ଭାଜପାର ନେତା ଓ କର୍ମୀମାନେ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

one × two =

error: Content is protected !!