pakka

ସନ୍ତୋଷୀ ମନ୍ଦିରରେ କଳସ ଶୋଭାଯାତ୍ରା

bbehera

ଟିଟିଲାଗଡ, (କେପିଏନ୍‌ଏସ୍‌) : ମାର୍ଗଶିର ମାସ ପ୍ରଥମ ଶୁକ୍ରବାର ଟିଟିଲାଗଡ ଦେଓବନ୍ଧପଡା ଠାରେ ସନ୍ତୋଷୀ ମନ୍ଦିରର ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଳସ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା । ଏଥିରେ ବହୁ ଶ୍ରଦ୍ଧାଳୁ ମହିଳା ସାମିଲ ହୋଇଥିଲେ । ପରେ କୁମୁଡା ପାହାଡ ନିକଟ ଦେଓବନ୍ଧ ଠାରେ କଳସ ବିସର୍ଜନ କରାଯାଇଥିଲା ।

Leave A Reply

Your email address will not be published.

two × five =