pakka

ଆଲୋକ ନାୟକ ହେଲେ ସାଂସଦଙ୍କ ପୌର ପ୍ରତିନିଧି

bbehera

ଟିଟିଲାଗଡ, (କେପିଏନ୍‌ଏସ୍‌) : ଯୁବ ଆଇନଜୀବୀ ଆଲୋକ ନାୟକ ଟିଟିଲାଗଡ ପୌର ପରିଷଦରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ପ୍ରତିନିଧି ଭାବରେ ନିଯୁକ୍ତି ପାଇଛନ୍ତି । ଏ ନେଇ ସାଂସଦ ସିଂହଦେଓ ପୌର ନିର୍ବାହୀ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଏହା ପୂର୍ବରୁ ଶ୍ରୀ ନାୟକ ଡିଏଭି କଲେଜ ଛାତ୍ର ସଂସଦ ସମ୍ପାଦକ, ସାଂସଦଙ୍କ ଶିକ୍ଷା ପ୍ରତିନିଧି, ବିଜେପି ଜିଲ୍ଲା ମିଡିଆ ସେଲ୍‌ ପ୍ରଭାରି ଦାୟିତ୍ୱ ତୁଲାଇଛନ୍ତି ।

jay balangir
Leave A Reply

Your email address will not be published.

eleven + 11 =

error: Content is protected !!