om academy

ଖୁଣ୍ଟପାଲିର ଝିଅ କୋଶଲି କୁଇନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମର ଝିଅ କୋଶଲି କୁଇନ ମୀରାବାଈ ପାଣିଗ୍ରାହୀଙ୍କୁ ତାଙ୍କ ଗ୍ରାମରେ ନିୟୁଜ ଜୁଏହୁଲା ସାହିତ୍ୟ ଅନୁଷ୍ଠାନ ତରଫରୁ ଗତ ଫେବୃୟାରୀ ୯ ତାରିଖରେ ସାମ୍ବାଦିକ ଅରକ୍ଷିତ ମହାନନ୍ଦ ନିଜେ ତାଙ୍କ (ମୀରାଙ୍କ)ଗାଁ ଘରକୁ ଆସି ମେଡାଲ୍ ପିନ୍ଧାଇ ମୀରାଙ୍କ ବିଷୟରେ ତାଙ୍କ ମା’ ବାପାଙ୍କୁ ପଚାରିଥିଲେ । ତାଙ୍କ ମା’ ବାପା ଭାଇ ସହ ଗ୍ରାମବାସୀ ଅତ୍ୟନ୍ତ ଖୁସି ହୋଇଯାଇ ଥିଲେ । ମୀରାଙ୍କ ଇଚ୍ଛା ଥିଲା ତାଙ୍କ ମା’ ବାପା ଆଉ ଗ୍ରାମବାସୀଙ୍କ ସମ୍ମୁଖରେ ମେଡାଲ୍ ଗ୍ରହଣ କରିବା । ତାଙ୍କ ଇଚ୍ଛ ଆଉ ସ୍ୱପ୍ନ ଆଜି ପୂରଣ ହୋଇଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.