pakka

ପବିତ୍ର ରଥ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟର କାଠ ନୟାଗଡ ରେଞ୍ଜରୁ ଆସି ପୁରୀରେ ପହଞ୍ଚିଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପବିତ୍ର ରଥଯାତ୍ରା-୨୦୨୨ ରଥ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟର ଅସନ ଓ ଧଉରା କାଠ ନୟାଗଡ ରେଞ୍ଜରୁ ଆସି ପୁରୀରେ ପହଞ୍ଚିଛି । ଏହା ମଧ୍ୟରୁ ତିନୋଟି କାଠ ଆସନ୍ତା ବସନ୍ତ ପଞ୍ଚମୀ ଦିନ ଅନୁକୂଳ ହେବ । ଏ ସଂପର୍କରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

one + 14 =