pakka

ଦେଓଗାଁ ଗ୍ରାମ ପଞ୍ଚାୟତର ନୂତନ ନିର୍ବାଚିତ ସରପଞ୍ଚଙ୍କ ପଞ୍ଚାୟତ ଗୃହକୁ ପ୍ରବେଶ

bbehera

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ବିଜୟ ଦେହୁରୀ ଓ ସହକର୍ମୀମାନଙ୍କୁ ନେଇ ଗ୍ରାମ ପରିଭ୍ରମଣ କରି ସାରିବା ପରେ ଯଥା ବିଧି ଅନୁସାରେ ପଞ୍ଚାୟତ ଗୃହକୁ ପ୍ରବେଶ କରିଥିଲେ । ସରପଞ୍ଚ ଓ ୱାର୍ଡ ମେମ୍ବରମାନଙ୍କ ସହମତିରେ ନାଏବ ସରପଞ୍ଚ ଗଠନ କରାଯାଇଥିଲା । ଏଥିରେ ସାବିତ୍ରୀ ଦାସଙ୍କୁ ନାଏବ ସରପଞ୍ଚ ଭାବେ ମନୋନୀତ କରାଗଲା । ସରପଞ୍ଚ ଶ୍ରୀ ଦେହୁରୀ ପଞ୍ଚାୟତର କିପରି ଉନ୍ନତିମୂଳକ କାମ କରାଯିବ ସେଥିନିମନ୍ତେ ଆଲୋଚନା କରିଥିଲେ ।

Leave A Reply

Your email address will not be published.

5 × 5 =