oom

ଖୋଲାନ ପଞ୍ଚାୟତକୁ ଜିଲ୍ଲା ନୋଡାଲ ଅଧିକାରୀ : ଅତିରିକ୍ତ ଜିଲ୍ଲାପାଳ ଓ ବିଭିନ୍ନ ପଦାଧିକାରୀଙ୍କ ଗସ୍ତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧୁବାର ଦିନ ବରିଷ୍ଠ ଆଇଏଏସ ଅଧିକାରୀ ତଥା ବଲାଙ୍ଗିର ଜିଲ୍ଲାର ନୋଡାଲ ଅଧିକାରୀ ଜି. ମାଥିଭାଥନଙ୍କ ନେତୃତ୍ୱରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ, ଟିଟିଲାଗଡ଼ ଉପଜିଲ୍ଲାପାଳ, ବିଡିଓ ତଥା ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଆମ ଖୋଲାନ ସ୍ଥିତ ଅମୃତ ସରୋବର ପରିଦର୍ଶନ କରି ଉକ୍ତ ପ୍ରକଳ୍ପକୁ ଭୁୟଶୀ ପ୍ରଶଂସା କରିଥିଲେ । ଉକ୍ତ ପରିଦର୍ଶନ ସମୟରେ ଖୋଲାନକୁ ଏକ ଡିଜିଟାଲ ପଞ୍ଚାୟତରେ ପରିଣତ କରିବା ପାଇଁ ମାଗଣା ୱାଇ ଫାଇର ସୁବିଧା ମଧ୍ୟ ଉନ୍ମୋଚନ କରାଯାଇଛି ।

jittmm
Leave A Reply

Your email address will not be published.