କର୍ଲାପଡ଼ାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଏନ୍‌ଏଚ୍‌ ୧୬ କର୍ଲାପଡ଼ା ଠାରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡିଥିବା ବେଳେ ଟ୍ୟାଙ୍କରରୁ ପ୍ରବଳ ଗ୍ୟାସ ବାହାରି ଚାଡିଆଡେ ବ୍ୟାପି ଯାଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିବା ବେଳେ ଭବାନୀପାଟଣାରୁ ରାୟପୁର ଯାଉଥିବା ଗ୍ୟାସ ଟ୍ୟାଙ୍କର ଓଲଟି ପଡିଥିଲା ।

Leave A Reply

Your email address will not be published.

16 − 13 =