oum

ନିର୍ବାଚନୀ ହିଂସା : ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଜଣ ଆହତ

jsm

ଯାଜପୁର : ଯାଜପୁର ଜିଲା ଦଶରଥପୁର ବ୍ଲକରେ ନିର୍ବାଚନୀ ହିଂସା ସାମ୍ନାକୁ ଆସିଛି । ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ବେଳେ ଏଥିରେ ୫ ଜଣ ଆହତ ହୋଇଥିବା ଜଣାପଡ଼ଇଛି । ସମସ୍ତ ଆହତ ହୋଇଥିବା ବ୍ୟକ୍‌କ୍ତି ମାନଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି କରିବା ସହ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.