ସରିଲା ଭୋଟ ପ୍ରଚାର : ଆସନ୍ତା କାଲି ଭୋଟର ବାଛିବେ ନେତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ ରହିଥିବା ବେଳେ ଆଉ ମାତ୍ର ଗୋଟିଏ ଦିନ ପରେ ୨୦ ତାରିଖରେ ହେବ ମତଦାନ । ୧୮ ତାରିଖ ସଂଧ୍ୟାରେ ନିର୍ବାଚନୀ ପ୍ରଚାର ସରିଥିବା ବେଳେ ଚଳିତ ବର୍ଷ ଭୋଟରଙ୍କ ହାତକୁ ଆସୁଛି ଲକ୍ଷ୍ମୀ ବୋଲି ଆଲୋଚନା ହେଉଛି । ଏହି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ତୁଲାଇବେ ଶିକ୍ଷିତ ଭୋଟର ବୋଲି କୁହାଯାଉଛି । ଟିଟିଲାଗଡରେ ଟକ୍କର କିନ୍ତୁ ଜୋରଦାର ହେବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.