ଭର୍ଚୁଆଲ ରାଲିରେ ଆଜି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବାଲେଶ୍ୱର ଏବଂ ତର୍ତ୍ତୋଲରେ ଭର୍ଚୁଆଲ ରାଲି କରିବେ ମୁଖ୍ୟମନ୍ତ୍ରୀ ବୋଲି ଖବର ମିଳିିଛି । ବିଜେଡି ପ୍ରାର୍ଥିଙ୍କ ପାଇଁ ଭୋଟ୍‌ ମାଗିବେ ମୁଖ୍ରମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀବ ପଟ୍ଟନାୟକ । ତେବେ ଆଜି ତିର୍ତ୍ତୋଲରେ ଏବଂ ଆସନ୍ତା କାଲି ବାଲେଶ୍ୱରରେ ୪ଟା ୩୦ରୁ ୫ ଟା ୩୦ ପର୍ଯ୍ୟନ୍ତ ଡିଜିଟାଲ ପ୍ରଚାର କାର୍ଯ୍ୟକ୍ରମ ଚାଳିବ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.