jayashree

ସୁନ୍ଦରଗଡ଼ର ବାଲିସଂକରା ପଞ୍ଚାୟତକୁ ୭ ଦିନିଆ ଲକଡାଉନ ଘୋଷଣା

ସୁନ୍ଦରଗଡ : କରେନା ସଂକ୍ରମଣ ହୁ ହୁ ବଢିବାରେ ଲାଗିଲାଣି । ତେବେ ତାକୁ ଦୃ‌ଷ୍ଟିରେ ରଖି ସୁନ୍ଦରଗଡ଼ର ବାଲିସଂକରା ପଞ୍ଚାୟତକୁ ୭ ଦିନିଆ ଲକଡାଉନ ଘୋଷଣା କରିଛ‌ନ୍ତି ସରପଞ୍ଚ ବୋଲି ସୂଚନା ମିଳିଛି । ୧୬ ତାରିଖରୁ ୨୨ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିସଂକରା ପଂଚାୟତର ତେଲିଜୋରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

Leave A Reply

Your email address will not be published.