- ଦଶ ହଜାର ପ୍ରତିଯୋଗୀରୁ ୩୩ ଜଣ ହେଲେ ମନୋନୀତ
ସାଲେଭଟା, (କେପିଏନ୍ଏସ୍) : କୋଶଳାଞ୍ଚଳର ଭାଷା ସଂସ୍କୃତି ପରମ୍ପରାକୁ ଦେଶ ବିଦେଶରେ ପହଞ୍ଚାଇବା ଲକ୍ଷରେ ଏଆର୍ ପ୍ରଡକ୍ସନ୍ରେ ହେଉଥିବା କୋଶଳ ସୁନ୍ଦରୀ ଆୱାର୍ଡ ଅଡିସନ ରାଉଣ୍ଡ ସମାପ୍ତ ହୋଇଛି । ଏଥିରେ ଦଶ ହଜାର ପ୍ରତିଯୋଗୀରୁ ତେତିଶ ଜଣ ମନୋନୀତ ହୋଇଛନ୍ତି । ଚଳିତବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ଦଶ ହଜାର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ସୀମା ମହାପାତ୍ର, ସୁବାସିନୀ ବାରିକ, ବର୍ଷାରାଣୀ ସାହୁ, ଶୁଭଶ୍ରୀ ପଟ୍ଟନାୟକ, ଶ୍ୱେତା ହୋତା, ମଧୁସ୍ମିତା ସାହୁ, ସିଦ୍ଧିମୟୀ ମହାପାତ୍ର, ଦୀପ୍ତି ସେଠ, ରୁବିୟା ପାଣିଗ୍ରାହୀ, ପାୟଲ ଗର୍ଡିଆ, ସତ୍ୟଭାମା ଭୁଏ, ସ୍ରଭ୍ୟା ସାନଭି ପଧାନ, ତୃପ୍ତିମୟୀ ମେହେର, ଲିମା ସୂର୍ଯ୍ୟବଂଶୀ, ବର୍ଷାରାଣୀ ହୋତା, ଅରୁଣୀ ତ୍ରିପାଠୀ, ରୀତାରାଣୀ ସାହୁ, ସାଗରିକା ପାଢୀ, ଅଭିପ୍ସା ପାଢୀ, ଯୋଗେଶ୍ୱରୀ ଭୁଏ, ସୋନମ୍ ବାବୁ, ଜାଜ୍ଞସେନୀ ମୁଦୁଲି, ଦେବଯାନୀ ନାଇକ, ରଶ୍ମିତା ମିର୍ଦ୍ଧା, ଭବ୍ୟ ବର୍ଲିକା ପ୍ରଧାନ, ଇପ୍ସିତା କୁମ୍ଭାର, ରାକ୍ଷୀ ମେହେର, ଝିଲି ସାହୁ, ପାୟଲ ବିଶ୍ୱକର୍ମା, ମୀନାବତୀ ମେହେର, ରୋଜାଲିନ ବେହେରା, ବୈଷ୍ଣବୀ ପ୍ରଧାନ, ଲିଲି ମେହେର, ଆଗକୁ ଯାଉଥିବା ବେଳେ ଶ୍ୱେତା, ପାୟଲ, ଯୋଗେଶ୍ୱରୀ, ଭବ୍ୟବର୍ଲିକା,ରୋଜାଲିନ୍ ବେଷ୍ଟ ଅଫ୍ ପିକ୍ରେ ସ୍ଥାନ ପାଇଥିବା କହିଛନ୍ତି ଏଆର୍ ପ୍ରଡକ୍ସନ୍ର ମୁଖ୍ୟ ଆରୁଷୀ ଅମୃତା ସରାଫ୍ । ଏହି ଅନଲାଇନ ଭିତ୍ତିକ କାର୍ଯ୍ୟକ୍ରମକୁ ଅକ୍ଷୟ ସରାଫ୍ ନିଦ୍ଦେଶନା ଦେଇଥିବା ବେଳେ ହେମଲତା ନିଆଲ, କୋଶଳ ସୁନ୍ଦରୀ ଚୁମକି ମିଶ୍ର, କୋଶଳ ସୁନ୍ଦରୀ ସସ୍ମିତା ମେହେର, କୋଶଳ ସୁନ୍ଦରୀ ସୁନି ମେହେର, ଲିଟିଲ ନାୟକ, ଶିବପ୍ରିୟା ସାହୁ, ସଙ୍ଗୀତା ଦୀପ, ରିଙ୍କି ସରାଫ୍, ମୀନା ପଣ୍ଡା, ଝିଲି ରଣା, ଅରମାନ୍ ପ୍ରିୟାଂଶୁ ସରାଫ୍, ଅଶୋକ ସାହୁ, କିଶୋର ହୋତା, ଆଲୋକ ମେହେର, ତଥାଗତ ସ୍ୱାଇଁ, କିଶାନ ଅଗ୍ରୱାଲ, ବୀରାଜ ନନ୍ଦ ପାଢୀ, ସଂଗ୍ରାମ୍ ପଣ୍ଡା, ବନମାଳୀ ଭୁଏ, ଛନ୍ଦାଚରଣ ଭୋଇ, ମଗଶିର ଭୋଇ, ନାରଦ ସାହୁ ପ୍ରମୁଖ ସହଯୋଗ କରିଥିଲେ ।