କୁଟାସିଂହାରେ ନମାମି ଭାରତମ୍, ବନ୍ଦେ ମାତରମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ସାଲେଭଟା, (ସୁଶିଳ କୁମାର ମିଶ୍ର) : ବନ୍ଦେ ମାତରମ୍ ଗୀତର ୧୫୦ତମ ବର୍ଷ ପାଳନ ଅବସରରେ " ନମାମି ଭାରତମ୍- ବନ୍ଦେ ମାତରମ୍" କାର୍ଯ୍ୟକ୍ରମ ଆଜି କୁଟାସିଂହାଠାରେ ଅନୁଷ୍ଠିତ ହୋଇଯାଇଛି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ-ବିଦ୍ୟା ମନ୍ଦିର, କୁଟାସିଂହାର ଛାତ୍ରଛାତ୍ରୀଙ୍କ!-->…
Read More...
Read More...