Browsing Tag

salebhata news

ଶବ୍ଦ ନୃତ୍ୟ ଆଦି ଗୁରୁ ଭଜମନ ଦାସ କଳା ପରିଷଦ ଉଦଘାଟିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାଲେଭଟା ନିକଟସ୍ଥ ଐତିହାସିକ ଗାଁ କୁଟାସିଂହା ଠାରେ ଶବ୍ଦ ନୃତ୍ୟର ଆଦି ଗୁରୁ ଭଜମନ ଦାସ କଳା ପରିଷଦ ଉଦଘାଟିତ ହୋଇଯାଇଛି । ସ୍ୱାଗତ ଭାଷଣ ଦେଇଥିଲେ ଆନନ୍ଦ ଚନ୍ଦ୍ର ପଶାୟତ, ସୁରେଶ ଚନ୍ଦ୍ର ଦାସ ଦୀପ ପ୍ରଜ୍ୱଳନ ଏବଂ ମନ୍ତ୍ର ପାଠ କରିଥିଲେ,
Read More...

ଆଗଲପୁର ବ୍ଲକ ରାମପୁର ଠାରେ ବିଜେଡ଼ିର ୨୯ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ସାଲେଭଟା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରାମପୁର ଠାରେ ବିଜେଡ଼ିର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବ୍ଲକ ବିଜେଡି ସଭାପତି ପଞ୍ଚୁ ପଧାନଙ୍କ ସଭାପତତ୍ୱରେ ଅନୁଷ୍ଠିତ ସଭାରେ ବିଜେଡି ଏମଏଲଏ ପ୍ରାର୍ଥୀ ନିହାର ରଞ୍ଜନ ବେହେରା, ଯୁବନେତା ଆକାଶ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତି ପାଳିତ

ସାଲେଭଟା, (ସୁଶିଳ କୁମାର ମିଶ୍ର) : ପୂର୍ଵତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତି ଆଗଲପୁର ବ୍ଲକ ବକଟି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ପାଳିତ ହୋଇଯାଇଛି । ଏଥିରେ ବିଜେପିର ସୁରେଶ ମହାଲିଙ୍ଗ, ପୂର୍ଵ ବକଟି ସରପଞ୍ଚ ତଥା ବିଜେପି ନେତା ସୀତାରାମ
Read More...

ସେବା ଗୌରବ ସମ୍ମାନରେ ସମ୍ମାନିତ ହେଲେ ତୋରା ଗ୍ରାମର ଡକ୍ଟର ସସ୍ମିତା ମେହେର

ସାଲେଭଟା, (କେପିଏନ୍‌ଏସ୍‌) : ମାଗଣା ସିଲେଇ ଶିକ୍ଷା ଏବଂ ମାଗଣା ବାନ୍ଧ ଶିକ୍ଷା ଦେଇ ଶହ ଶହ ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରି ଚର୍ଚ୍ଚାରେ ଥିବା ବରଗଡ ଜିଲ୍ଲା ଅନ୍ତର୍ଗତ ତୋରା ଗ୍ରାମର ଡକ୍ଟର ସସ୍ମିତା ମେହେର ସେବା ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କର ଏହି ସମ୍ମାନିତ ଖବର
Read More...

ସାଲେଭଟାରେ ସାଢେ଼ ୬ ଏକର ଧାନ ଖରି ଜଳିପୋଡି ନଷ୍ଟ

ସାଲେଭଟା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟାର ଚନ୍ଦ୍ରଶେଖର ସାହୁଙ୍କ ଦେଢ଼ ଏକର, ବରୁଣ ସାହୁଙ୍କ ୩ ଏକର, ସୀତାକାନ୍ତ ଭୁଏଙ୍କ ଦୁଇ ଏକର ମୁଣ୍ଡାପଡା ନିକଟରେ ଗଦା ହୋଇଥିବା ମୋଟ ସାଢେ ୬ଏକର ଜମିର ଧାନ ଖରିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା ।
Read More...

ଆଗଲପୁରରେ ଶ୍ରୀମଦ୍ଭାଗବଦ୍ କଥାମୃତ

ସଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁରରେ କାର୍ତ୍ତିକ ମାସ ପଞ୍ଚୁକ ଉପଲକ୍ଷେ ଶ୍ରୀମଦ୍ଭାଗବଦ୍ ଜ୍ଞାନ କଥାମୃତ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରର ପାଖରେ ଅନୁଷ୍ଠିତ ହୋଇଛି । ଗତ ତା. ୩୦ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ବୃନ୍ଦାବନର
Read More...

ଶେଷ ହେଲା କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୫ର ଅଡିସନ ରାଉଣ୍ଡ

ଦଶ ହଜାର ପ୍ରତିଯୋଗୀରୁ ୩୩ ଜଣ ହେଲେ ମନୋନୀତ ସାଲେଭଟା, (କେପିଏନ୍‌ଏସ୍‌) : କୋଶଳାଞ୍ଚଳର ଭାଷା ସଂସ୍କୃତି ପରମ୍ପରାକୁ ଦେଶ ବିଦେଶରେ ପହଞ୍ଚାଇବା ଲକ୍ଷରେ ଏଆର୍ ପ୍ରଡକ୍ସନ୍‌ରେ ହେଉଥିବା କୋଶଳ ସୁନ୍ଦରୀ ଆୱାର୍ଡ ଅଡିସନ ରାଉଣ୍ଡ ସମାପ୍ତ ହୋଇଛି । ଏଥିରେ ଦଶ ହଜାର ପ୍ରତିଯୋଗୀରୁ ତେତିଶ ଜଣ
Read More...

କବି ଶ୍ରୀଧର ବାଗ୍‌ଙ୍କ ଅନୂଦିତ କୋଶଲି ଗୀତଗୋବିନ୍ଦର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ

ସାଲେଭଟା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ବକଟି ଗ୍ରାମରେ ପର୍‌ବାସି କୁଟୁମ୍‌ର ନୂଆଁଖାଇ ଭେଟ୍‌-୨୦୨୫ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଏହି କୃଷି ଭିତ୍ତିକ ପର୍ବ ନୂଆଁଖାଇର ସାମାଜିକ, ପାରମ୍ପରିକ, ଧାର୍ମିକ ଓ ସାଂସ୍କୃତିକ ମହତ୍ଵ ଓ ତାତ୍ପର୍ଯ୍ୟ ଦିଗ ଉପରେ ଅତିଥିମାନେ ନିଜ
Read More...

ରେଙ୍ଗାଲିରେ ଜାତୀୟ ଅକ୍ଷୟ ଶକ୍ତି ଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା, ଆଗଲପୁର (ଡୁଡ଼ୁକା)ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଅକ୍ଷୟ ଶକ୍ତି ଦିବସ ପାଳିତ ହୋଇଯାଇଛି । ଶିକ୍ଷକ ଯାଦବ ବାରିକଙ୍କ ତତ୍ତ୍ଵାବଧାନରେ ଛାତ୍ର ଛାତ୍ରୀମାନେ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ
Read More...

ନାସା ପ୍ରାୟୋଜିତ ଗ୍ଲୋବର ତ୍ରିଂଶତମ ଆନ୍ତର୍ଜାତୀୟ ସମ୍ମିଳନୀ : ଗ୍ଲୋବ ଶିକ୍ଷକ ଦିଲ୍ଲୀପ କୁମାର ଧଳ ଯୋଗଦାନ

ସାଲେଭଟା : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ରେଙ୍ଗାଲି ଉଚ୍ଚବିଦ୍ୟାଳୟର ଗ୍ଲୋବ ଶିକ୍ଷକ ନାସା ଦ୍ୱାରା ପ୍ରାୟୋଜିତ ଗ୍ଲୋବ ପର୍ଯ୍ୟବେକ୍ଷଣ କାମର ତ୍ରିଂଶତମ ବାର୍ଷିକ ସମ୍ମିଳନୀରେ ଯୋଗଦାନ କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକାର ୱାସିଂଟନ ଡି.ସି.ଠାରେ ଚଳିତବର୍ଷ ଜୁଲାଇ ୧୪ରୁ ୧୭
Read More...