pakka

କାଠଗଣ୍ଡି ଜବତ ସହ ୨ଜଣ ଅଭିଯୁକ୍ତ ଗିରଫ

bbehera

ଗଜପତି : ଗଜପତି ଜିଲ୍ଲା ମୋହନା ବନ ବିଭାଗ ଦ୍ୱାରା ବିପୁଳ ପରିମାଣରେ କାଠଗଣ୍ଡି ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଭୋର ସମୟରେ ମୋହନା ବନାଞ୍ଚଳ ଅଧିନସ୍ଥ ଲେମ୍ବାପଙ୍କା ଗାଁ ନିକଟରେ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ଏକ କାଠଗଣ୍ଡି ବୋଝେଇ ଟ୍ରାକ୍ଟର ଜବତ କରାଯିବା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

1 + 19 =

error: Content is protected !!