pakka

ରାଏତ୍‌ ସର୍‌ତା ଝପର୍‌ ଝାପର୍‌ : ଶୀତେ ଥୁର୍‌ ଥୁରେଇ ଯଉଛେ ବଲାଙ୍ଗିର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଲା ରାଏତ୍‌ ସାରା ଝପର୍‌ ଝାପର୍‌ ପାଏନ୍‌ ବର୍‌ଷା ଉତ୍‌ରୁ ଶୀତେ ଥୁର୍‌ ଥୁରେଇ ଯଉଛେ ବଲାଙ୍ଗିର ସହର । ଇ’ଘଡ଼ି ଟିକେ ପାଗ୍‌ ପର୍‌ଛା ଉର୍‌ଛା କରିଥିଲେ ବି ସକାଲୁ ଚାଲିଥିଲା ଟୁପୁର୍‌ ଟାପୁର୍‌ ବର୍‌ଷା । ଶୀତ୍‌ ଦିନେ ବର୍‌ଷା ଦିନ୍‌ ବାଗିର୍‌ ଲଘୁଚାପ୍‌ ବର୍‌ଷା କୁଟି ଦେଇକରି ହୁଲା ହୁଲା ଶୀତ୍‌ ରୁକି ଦଉଛେ । ଏନ୍‌ତା ସମିଆଁ ଥି ଫେର୍‌ କରୋନା ଲହଁକି ଯଉଛେ ଇଥିତାହିିଁ ଖୋବ୍‌ ବର୍‌କସେ । ସଭେ ଥାବେ ରହୁନ୍‌, ଦିହିିଁ ପାଏନ୍‌ କେ ଜୁଗି କରି ।

Leave A Reply

Your email address will not be published.

4 × 1 =