pakka

ଅବସରପ୍ରାପ୍ତ ଯବାନଙ୍କୁ ସମ୍ବର୍ଦ୍ଧନା

bbehera

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଚିମଡୋଲା ଗ୍ରାମର ବ୍ରଜମୋହନ ନାଏକ ୨୦୦୦ ମସିହାରେ ଭାରତୀୟ ସୀମା ସୁରକ୍ଷା ବାହିନୀରେ ରାଜସ୍ଥାନ ଜୟପୁର ୩୯ ବାଟାଲିୟନରେ ଯୋଗ ଦେଇ ୨୨ ବର୍ଷ ୩ ମାସ ୧୧ ଦିନ ଧରି ଦେଶର ସେବା କଲା ପରେ ଅବସର ନେଇଛନ୍ତି । ସେ ତାଙ୍କ ଚାକିରି ଜୀବନରେ ସୀମା ସୁରକ୍ଷା ବାହିନୀରେ ରହି ଅନୁଶାସନ ସହିତ ନିଷ୍ଠାପର ଭାବରେ ସେବା ଯୋଗାଇ ଥିଲେ । ସେ ବର୍ତ୍ତମାନ ଚାରବାହାଲରେ ନିଜ ପରିବାର ସହିତ ରହୁଛନ୍ତି । ତାଙ୍କ ଅବସର ଖବର ଶୁଣି ସ୍ଥାନୀୟ ଚାରବାହାଲ ଗ୍ରାମର ଯୁବ ଗୋଷ୍ଠୀ ତାଙ୍କୁ ସମ୍ବର୍ଦ୍ଧନା ଦେଇ ଏକ ବାଇକ୍ ରେଲିରେ ଆସି ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

fourteen − 9 =

error: Content is protected !!