Browsing Tag

bhabanipatana sadar news

ପକ୍ଷୀ ଶିକାର ଅଭିଯୋଗରେ ଦୁଇ ଗିରଫ

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଦକ୍ଷୀଣ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ତ କଲମପୁର ବନପାଳଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଦାସିଗାଁ ବିଟ୍ ଅଞ୍ଚଳରେ ପକ୍ଷୀ ଶିକାର ଅଭିଯୋଗରେ ଦୁଇ ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି
Read More...

ଅବସରପ୍ରାପ୍ତ ଯବାନଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଚିମଡୋଲା ଗ୍ରାମର ବ୍ରଜମୋହନ ନାଏକ ୨୦୦୦ ମସିହାରେ ଭାରତୀୟ ସୀମା ସୁରକ୍ଷା ବାହିନୀରେ ରାଜସ୍ଥାନ ଜୟପୁର ୩୯ ବାଟାଲିୟନରେ ଯୋଗ ଦେଇ ୨୨ ବର୍ଷ ୩ ମାସ ୧୧ ଦିନ ଧରି ଦେଶର ସେବା କଲା ପରେ ଅବସର ନେଇଛନ୍ତି । ସେ ତାଙ୍କ ଚାକିରି
Read More...

କେନାଲ ପାଣି ଅଭାବରୁ ଚାଷ ନଷ୍ଟ : ଚିନ୍ତାରେ ଚାଷୀ

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ଅନ୍ତର୍ଗତ ଚାରବାହାଲରେ କେନାଲ ପାଣି ଅଭାବରୁ ପ୍ରାୟ ୨୫ ଏକରରୁ ଅଧିକ ଚାଷ କରିଥିବା ଧାନ ନଷ୍ଟ ହେଇଯାଇଛି । କୁସୁମଖୁଣ୍ଟି ଅଧିନସ୍ଥ ଘୁମେରଗୁଡ଼ା ସବ୍‌ମାଇନର୍‌ କେନାଲରେ ପ୍ରାୟ ଚାରି କିଲୋମିଟର ଘୁମେରଗୁଡ଼ାରୁ
Read More...

ଆମ୍ବେଦକର ଜୟନ୍ତୀରେ କ୍ୟାଣ୍ଡଲ ଶୋଭାଯାତ୍ରା

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଚାରବାହାଲ ଆମ୍ବେଦକର ବିଚାର ମଂଚ ପକ୍ଷରୁ ବାବା ସାହେବଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହିଅବସରରେ ସାପ୍ତାହିକ ବଜାରଠାରୁ ଏକ ବିଶ୍ଵ ଶାନ୍ତି ପାଇଁ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମଂଚର ଆବାହକ ନିକୁଞ୍ଜ ବିହାରୀ ଚଲାନ ଓ
Read More...

ଜାଲିଆତି ଉତ୍ତରାଧିକାରୀ ପ୍ରମାଣପତ୍ରରେ ଜମି ରେଜିଷ୍ଟ୍ରେସନ୍‌ ମହଙ୍ଗା ପଡିଲା : ବନ୍ଧା ହେଲେ ୨ ଅଭିଯୁକ୍ତ

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଜାଲିଆତିରେ ପ୍ରସ୍ତୁତ କରିଥିବା ଉତ୍ତରାଧିକାରୀ ପ୍ରମାଣପତ୍ରରେ ଜମି ରେଜିଷ୍ଟ୍ରେସନ୍‌ କରିବା ବିକ୍ରେତା ଓ ମଧ୍ୟସ୍ଥିଙ୍କୁ ମହଙ୍ଗା ପଡିଛି । ଏଭଳି କାର୍ଯ୍ୟ ଧରା ପଡିବା ପରେ ଉଭୟେ ଆଜି କୋର୍ଟ ଚାଲାଣ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ କଲମପୁର
Read More...

ବିଜେପିର ଯୁବନେତା ରୋହିତ ଦୁର୍ଗାଙ୍କ ଇସ୍ତଫା

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀରେ ପୁଣି ଥରେ ପ୍ରଦୀପ ନାଏକଙ୍କୁ ବିଜେପି ଟିକେଟ୍‌ ଦେଇଛି । କଂଗ୍ରେସରୁ ସାଗର ଚରଣ ଦାସ, ବିଜେଡିରୁ ଲଳିତା ନାଏକଙ୍କୁ ଟିକେଟ୍‌ ଦିଆଯାଇଛି । କିନ୍ତୁ ବିଜେପିରୁ ଟିକେଟ୍‌ ଆଶାୟୀମାନଙ୍କ ଭିତରୁ ବିଜେପିର
Read More...

ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କ ୬୪୭ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଶାନ୍ତି, ପ୍ରେମ, କରୁଣା ଓ ସମସ୍ତ ମାନବ ସମାଜର କଲ୍ୟାଣ ନିମନ୍ତେ ସନ୍ଦେଶ ପ୍ରଦାନ କରିଥିବା ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କ ୬୪୭ ତମ ଜନ୍ମଦିନ ମହାସମାରୋହରେ ଭବାନୀପାଟଣା ଟାଉନ ହଲ୍‌ଠାରେ ପାଳିତ ହୋଇଯାଇଛି । ଆୟୋଜକ ଗୁରୁ ରବିଦାସ ଚମାର ସମାଜ ସେବା
Read More...

କଲମପୁରରେ ଯୋଗଦେଲେ ନୂତନ ଥାନାଧିକାରୀ ପିକେ କାନୁନଗୋ

ଭବାନୀପାଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା କଲମପୁର ଥାନାରେ ଅବସ୍ଥାପିତ ଥାନାଧିକାରୀ ଜିତେନ୍ଦ୍ର ବିଶ୍ଵାଳଙ୍କ ବଦଳି ପରେ ସେହି ସ୍ଥାନରେ ଯୋଗ ଦେଇଛନ୍ତି ପ୍ରଦୀପ୍ତ କୁମାର କାନୁନଗୋ । ନିର୍ବାଚନ ଆଚରଣ ସଂହିତା ନିୟମାନୁସାରେ କେତେକ କର୍ମଚାରୀମାନଙ୍କୁ ସ୍ଥାନାନ୍ତରିତ
Read More...

ମୁଖିଗୁଡ଼ା ଅଞ୍ଚଳରେ ବେଆଇନ ବିଦେଶୀ ମଦ କାରବାର : ପୁଲିସ-ଅବକାରୀ ବିଭାଗ ନୀରବ ଦ୍ରଷ୍ଟା

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା ଜୟପଟଣାର ମୁଖିଗୁଡ଼ା ଅଞ୍ଚଳରେ ବେଆଇନ ବିଦେଶୀ ମଦ କାରବାର ଖୋଲାମଖୁଲା ଚାଲୁ ଥିଲେ ମଧ୍ୟ ପୋଲିସ ଓ ଅବକାରୀ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ନେଇ ବୁଦ୍ଧଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମୁଖିଗୁଡ଼ାରେ ଇନ୍ଦ୍ରାବତୀ ଜଳ
Read More...

ବିଜେଡି ବିଜେପି ମେଣ୍ଟ ସମ୍ଭାବନା : ଚିନ୍ତାରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଆଗକୁ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଓଡ଼ିଶାରେ ବିଜେଡିର ପ୍ରମୁଖ ବିରୋଧୀ ଦଳ ଭାବରେ ବିଜେପି ଥିବା ବେଳେ ମେଣ୍ଟ ଚର୍ଚ୍ଚା ରାଜନୈତିକ ବାତାବରଣକୁ ସରଗରମ କରି ଦେଇଛି । ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇ ଥର ବିଜେଡ଼ିର ଦିବ୍ୟ ଶଙ୍କର
Read More...