ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ଗାଁରେ ୧୭ତମ ଦୁର୍ଗା ପୂଜା ପାଇଁ ରବିବାର ଦିନ କଳସ ଶୋଭାଯାତ୍ରା ହୋଇଥିବା ବେଳେ ସୋମବାର ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ପୂଜାରେ କର୍ତ୍ତା ଭାବେ ଶ୍ରୀ ହରପାଲ, ଶେମଙ୍କ ହରପାଲ ଏବଂ ପୂଜକ ଭାବେ ପଣ୍ଡିତ ଅର୍ଜୁନ ଦାସ ପୂଜାକାର୍ୟ୍ୟ ତୁଲାଉଛନ୍ତି । ଏହା ସହ ମଙ୍ଗଳବାର ଦିନରୁ ୪ର୍ଥ ବର୍ଷ ଲୋକକଳା ମହୋତ୍ସବ ଆରମ୍ଭ ହେବା ନେଇ ଆୟୋଜନ କମିଟି ପକ୍ଷରୁ ସୂଚନା ମିଳିଛି ।
Prev Post
Next Post