ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଟପିଲା : ଆଜି ୮୯ ଜଣ ନୂଆ ଆକ୍ରାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଟପିଥିବା ବେଳେ ୭୦୧୩ରେ ପହଂଚିଛି ସଂଖ୍ୟା । କିନ୍ତୁ ଆଶ୍ୱସ୍ତିର ବିଷୟ ଯେ, ସେମାନଙ୍କ ମଧ୍ୟରୁ ୬୪୧୩ ଜଣ ସୁସ୍ଥ ହୋଇଥିବା ବେଳେ ମାତ୍ର ୫୭୦ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଛନ୍ତି । ଆଜି ୮୯ ଜଣ ନୂଆ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପୌରାଂଚଳରୁ ୯ ଜଣ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୪, ୫ରୁ ୧, ୧୯ରୁ ୪ ଜଣ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ଝରନିପାଲି ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ଚୁଡ଼ାପାଲି ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୨, ଚୁଲିଫୁଙ୍କା ଗ୍ରା.ପ.ରୁ ୧ ଏବଂ ମୁଣ୍ଡପଦର ଗ୍ରା.ପ.ରୁ ୧୭, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୪, ଗୁଡ଼ଭେଲା ବ୍ଲକ୍‌ ଚିଂଚେଡ଼ ଗ୍ରା.ପ.ରୁ ୫, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୩ରୁ ୨, ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରା.ପ.ରୁ ୧, ମହରାପଦର ଗ୍ରା.ପ.ରୁ ୨, ଭାନ୍‌ପୁର ଗ୍ରା.ପ.ରୁ ୧, ଲାଠୋର ଗ୍ରା.ପ.ରୁ ୧, ଘୁନସର ଗ୍ରା.ପ.ରୁ ୧ ଓ ଓଡ଼ିଆପାଲି ଗ୍ରା.ପ.ରୁ ୧ ଜଣ, ଲୋଇସିଂହା ବ୍ଲକ୍‌ ସରଗାଡ଼ ଗ୍ରା.ପ.ରୁ ୩, ବୁଡର଼୍ା ଗ୍ରା.ପ.ରୁ ୧ ଓ ବାଦିମୁଣ୍ଡା ଗ୍ରା.ପ.ରୁ ୩ ଜଣ, ମୁରିବାହାଲ ବ୍ଲକ୍‌ ବଡ଼ସମରା ଗ୍ରା.ପ.ରୁ ୨, ପାଟଣାଗଡ଼ ବ୍ଲକ୍‌ ଖୁଣ୍ଟ ସମଲେଇ ଗ୍ରା.ପ.ରୁ ୨, ମରୁଆଁ ଗ୍ରା.ପ.ରୁ ୧, ବଥର୍ଲା ଗ୍ରା.ପ.ରୁ ୧, ସୁନାମୁଦି ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୮ରୁ ୨, ୪ରୁ ୧, ୩ରୁ ୧, ପୁଇଁନ୍ତଲା ବ୍ଲକ୍‌ ପୁଇଁନ୍ତଲା ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ବେଲଗାଁ ଗ୍ରା.ପ.ରୁ ୧, ଭଦ୍ରା ଗ୍ରା.ପ.ରୁ ୧, ବୁଢ଼ାବାହାଲ ଗ୍ରା.ପ.ରୁ ୨, ଡେଙ୍ଗ ଗ୍ରା.ପ.ରୁ ୧, ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୫, କନ୍ଧକେଲଗାଁ ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ସିହିନି ଓ ଭାଟିପଡ଼ା ଗ୍ରା.ପ.ରୁ ଜଣେ ଲେଖାଏଁ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୪ରୁ ୨, ତୁରେକେଲା ବ୍ଳକ ତୁରେକେଲା ଗ୍ରା.ପ.ରୁ ୧, ବୁରୋମାଲ ଗ୍ରା.ପ.ରୁ ୧, ତୁରେକେଲା ଗ୍ରା.ପ.ରୁ ୩ ଏବଂ ବଡ଼ବାଙ୍କି ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଥିବା ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.