ଚର୍ଚ୍ଚାରେ ବୁଡାମାଲ ସରପଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତରେ ଉନ୍ନତି ମୂଳକ କାମ ଜୋରସୋରରେ ଚାଲିଛି । ଏମ୍‌ଜିଏନଆରଜିଏସ କାମ ଠୁ ଆରମ୍ଭ କରି କଂକ୍ରିଟ୍, ଭତ୍ତା, ବିଲଡିଂ ଗୃହ ନିର୍ମାଣ ଏମିତି ଅନେକ କାମ ଗୁଡିକ ବୁଡାମାଲ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଜରିଆରେ କମ ସମୟ ଭିତ୍ତିରେ ଚାଲିଛି । ସମସ୍ତ ସରପଞ୍ଚଙ୍କ ଠାରୁ ପଦ୍ମପୁର ବ୍ଲକରେ ଚର୍ଚ୍ଚିତ ଅଛନ୍ତି ବୁଡାମାଲ ସରପଞ୍ଚ ଚୁତର୍ଭୁଜ ମେହେର । ଯାହା ବି ଅଭିଯୋଗ ଆସୁଛି, ସେସବୁ ସମସ୍ୟାର ଶୀଘ୍ର ସମାଧାନ କରି ଦେଉଥିବା ବି ସୂଚନା ମିଳିଛି ।

Leave A Reply

Your email address will not be published.