pakka

ସ୍ତ୍ରୀ ପାଇଁ ସ୍ୱାମୀକୁ କୋର୍ଟ ଚାଲାଣ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ପତ୍ନୀ ସୁଫଳା ଦାସ ଯୌତୁକ ଜନିତ ନିର୍ଯ୍ୟାତନା ସହିନପାରି ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ୨୩୪/୨୨ ପ୍ରକାରେ କେସ ରୁଜୁ କରାଯାଇ ସ୍ୱାମୀଙ୍କୁ କୋର୍ଟ ଚାଲଣ କରାଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

12 + eighteen =