pakka

ରଥଯାତ୍ରା ଉପଲକ୍ଷେ ବୟନଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଆୟୋଜିତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରଥଯାତ୍ରା ଉପଲକ୍ଷେ ବୟନଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଭୁବନେଶ୍ୱର ଏକାମ୍ର ହାଟ ପରିସରରେ ଆୟୋଜିତ ହୋଇଯାଇଛି । ଓଡିଶା ଏଚ୍‌ଟିଏଚ୍‌ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଏହାର ଉଦ୍‌ଘାଟନ କରିଛନ୍ତି । ଏଥିରେ ବିଭିନ୍ନ ଜିଲ୍ଲାର ୩୪ଟି ବୁଣାକାର ସମବାୟ ସମିତି ସେମାନଙ୍କ ଉତ୍ପାଦିତ ସାମଗ୍ରୀ ସହ ଯୋଗ ଦେଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

four × three =