ଧରାପଡିଲା ଧୁରନ୍ଧର ଏଟିଏମ୍‌ ଲୁଟେରା

ଭୁବନେଶ୍ୱର : ଆପଣ ଏଟିଏମ୍‌କୁ ଆସୁଛନ୍ତି କି ? ସାମାନ୍ୟ ଚାଲାକ୍‌ ନହେଲେ ଚାଲିଯିବ ଆପଣଙ୍କ ଟଙ୍କା । ଏମିତି ଏକ ଘଟଣା । ଏଟିଏମରୁ ଆଖି ପିଛୁଳାକେ ଟଙ୍କା ଗାଏବ୍‌ ହୋଇ ଯାଉଥିଲା । ଏହି ସବୁ ଘଟଣାର ମାଷ୍ଟର ମାଇଣ୍ଡ୍‌ ସମ୍ଭବ ଆଚାର୍ଯ୍ୟ ଦୀର୍ଘ ଦିନ ଧରି ଲୋଙ୍କକୁ ଠକୁ ଥିଲା । ତାକୁ ଭୁବନେଶ୍ୱର କମିସନରେଟ୍‌ ପୁଲିସ ଦ୍ୱାରା ଗିରଫ୍‌ କରାଯାଇଛି । ତା’ଠାରୁ ନଗଦ ଟଙ୍କା ସହିତ ଏଟିଏମ୍‌ କାର୍ଡ ମଧ୍ୟ ଜବତ ହୋଇଛି । ରାଜଧାନୀର ବିଭିନ୍ନ ଥାନାରେ ତା ନାମରେ ୪୦ରୁ ଅଧିକ ମାମଲା ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.