ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମଶାଲ ର‍୍ୟାଲି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାର ଦ୍ୱାରା ଅଣା ଯାଇଥିବା କୃଷକ ବିରୋଧୀ ଆଇନକୁ ନେଇ ଗତ କାଲି ମଙ୍ଗଳବାର ଦିନ ସଂନ୍ଧ୍ୟାରେ ଭୁବନେଶ୍ୱର ଠାରେ ଛାତ୍ର ନେତା ଆଦିତ୍ୟ ପ୍ରୀତମ ଦାଶଙ୍କ ନେତୃତ୍ୱରେ ମଶାଲ ର‍୍ୟାଲି କରାଯାଇଥିଲା । ଏଥିରେ ସମ୍ଭବ ପଟ୍ଟନାୟକ, ସୌମ୍ୟରଂଜନ ଦାଶ, ପ୍ରତ୍ୟୁଶ ଦାଶଙ୍କ ସମେତ ଅନେକ ଛାତ୍ର ନେତା ଯୋଗ ଦେଇଥିଲେ ।

Leave A Reply

Your email address will not be published.