Browsing Category

ଅପରାଧ

ପ୍ରେମିକ ସହିତ ମିଶି ସ୍ୱାମୀଙ୍କୁ ହତ୍ୟା କଲା ପତ୍ନୀ

ରେୱା : ଘର ବାହାରେ ଶୋଇଥିବା ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଖବର ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ରବିବାର ସକାଳେ ତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣା ଭୋପାଲ ପାଖ ସୋହାଗୀ ପୋଲିସ ଷ୍ଟେସନ ଅଞ୍ଚଳର
Read More...

ହାଇଦ୍ରାବାଦ ଗ୍ୟାଙ୍ଗ ରେଫ୍‌ ମାମଲାରେ ଗିରଫ ହେଲେ ୫ ଜଣ ନାବାଳକଙ୍କ ସମେତ ୬ ଜଣ, ଜଣେ ଅଭିଯୁକ୍ତ ବିଧାୟକଙ୍କ ପୁଅ

ହାଇଦ୍ରାବାଦ : ଗତ ମାସରେ ତେଲେଙ୍ଗାନାର ହାଇଦ୍ରାବାଦରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପୋଲିସ ୬ ଜଣ ଅଭିଯୁକ୍ତକୁ ଗିରଫ କରିଛି । ହାଇଦ୍ରାବାଦ ପୋଲିସ କମିଶନର ସି.ଭି ଆନନ୍ଦ ମଙ୍ଗଳବାର ରାତିରେ ଗଣମାଧ୍ୟମକୁ କହିଛନ୍ତି - ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
Read More...

କାଶ୍ମୀରରେ ଟାର୍ଗେଟ କିଲିଂ : ବ୍ୟାଙ୍କରେ ଭିଡ଼ ନଥିଲା, ସିଧାସଳଖ ବ୍ୟାଙ୍କ ଭିତରକୁ ପଶି ହିନ୍ଦୁ ମ୍ୟାନେଜରଙ୍କୁ ଗୁଳି…

କାଶ୍ମୀର : କାଶ୍ମୀରରେ ଟାର୍ଗେଟ କିଲିଂ ଘଟଣା ବନ୍ଦ ହେବାର ନାମ ନେଉନାହିଁ । ଆଜି ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରିଥିବା ଘଟଣା ସାମ୍‌ନାକୁ ଆସିଛି । ଆତଙ୍କବାଦୀ କିପରି ବ୍ୟାଙ୍କ ମ୍ୟାନେଜରଙ୍କୁ ଆକ୍ରମଣ କରିଥିଲା, ତାର ସିସିଟିଭି
Read More...

ଦୁର୍ଘଟଣା ନୁହେଁ ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର : ପ୍ରେସ୍‌ ମିଟ୍‌ରେ ସ୍ପଷ୍ଟ କଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ଘଟଣା ନୁହେଁ ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର ବୋଲି ପ୍ରେସ୍‌ ମିଟ୍‌ରେ ସ୍ପଷ୍ଟ କରିଛନ୍ତି ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର । ଚିତ୍ତରଞ୍ଜନ ମହାନ୍ତିଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ସେ ହତ୍ୟା ଉଦ୍ୟମ କରି ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା
Read More...

ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହେଲା ରାଉରକେଲା ପୁଲିସ : ୩ ଗିରଫ

ରାଉରକେଲା, (ସସ୍ମିତା ପଧାନ) : ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି ରାଉରକେଲା ପୁଲିସ । ସୂଚନା ଅନୁସାରେ ବୁଧବାର ରାତିରେ ସହରର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଡକାୟତି କରିବାକୁ ଯୋଜନା କରୁଥିବା ଦଳକୁ ପ୍ଲାଣ୍ଟସାଇଟ ପୁଲିସ ଗିରଫ କରି ସେମାନଙ୍କ ଠାରୁ ୪ ଟି ପିସ୍ତଲ
Read More...

ବଲାଙ୍ଗିର ସହର ତାଲପାଲିପଡାରୁ ଦେଶୀ ମଦ ଜବତ, ୧ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତାଲପାଲିପଡା ଠାରେ ବଲାଙ୍ଗିର ଅବକାରୀ ବିଭାଗ ଚଢାଉ କରି ୨୨ ଲିଟର ଦେଶୀ ମଦ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ରଂଜନ ବାଗ ବୋଲି ଜଣାପଡିଛି ।
Read More...

ଅଫିସ ଖୋଲି ବିଭିନ୍ନ ଯୁବକ ଯୁବତୀଙ୍କ ଠାରୁ ଚାକିରି କରାଇଦେବା ନାଁରେ ଠକୁ ଥିଲେ ଯୁବକ : ଗିରଫ କଲା ଝାରସୁଗୁଡ଼ା ପୋଲିସ

ଝାରସୁଗୁଡ଼ା : ଏକ ମାସ ହେବ ଝାରସୁଗୁଡାରେ ଏକ ଅଫିସ ଖୋଲି ବିଭିନ୍ନ ଯୁବକ ଯୁବତୀଙ୍କ ଠାରୁ ଚାକିରି କରାଇଦେବା ନାଁରେ ଠକୁ ଥିଲେ ୨ ଜଣ ଯୁବକ । ପରେ ଏହାକୁ ନେଇ ଝାରସୁଗୁଡା ଟାଉନ ଥାନାରେ ଏକ ମାମଲା ରୁଜୁ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ଜଣଙ୍କୁ ଟାଟାରୁ ଗିରଫ କରିଥିବା ବେଳେ ଅନ୍ୟ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଜୁଡାମୁଣ୍ଡା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଯୁବକ ଜଣେ ଯୁବକଙ୍କୁ ହତ୍ୟା କରିଥିବା ଖବର ମିଳିଛି । ହତ୍ୟାକାଣ୍ଡରେ ଶିକାର ହୋଇଥିବା ଯୁବକ ଜଣକ ହେଲେ ରୂପକ ହନୁମାନ । ସୂଚନା ଅନୁସାରେ
Read More...

ବିବାହର ୩ ଦିନ ପୂର୍ବରୁ ଅପହରଣ ହୋଇଥିବା ଯୁବତୀ ସହ ୨୧ ଦିନ ପର୍ଯ୍ୟନ୍ତ ବାରମ୍ବାର ଦୁଷ୍କର୍ମ, ବିଜେପି ନେତା ଓ ତାଙ୍କ…

ଭୋପାଳ : ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାରେ ୨୧ ବର୍ଷର ଜଣେ ଯୁବତୀ ସ୍ଥାନୀୟ ବିଜେପି ନେତା ଏବଂ ତାଙ୍କ ସଂପର୍କୀୟଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦର୍ଜ କରିଛନ୍ତି । ପୋଲିସ ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ମାମଲା ରୁଜ୍ଜୁ କରିଥିବା ବେଳେ ତଦନ୍ତ ଜାରି ରଖିଛି । ପୀଡ଼ିତା ଅଭିଯୋଗ
Read More...

ମହିଳା ଜୋର୍‌ ଜବର୍‌ଦସ୍ତ ଶାରୀରିକ ସମ୍ପର୍କ ରଖୁଥିଲେ, ବିରକ୍ତ ହୋଇ ଯୁବକ ହତ୍ୟା କଲା ମହିଳାଙ୍କୁ

ରାୟପୁର : ମହିଳା ଓ ପୁରୁଷଙ୍କ ସମ୍ପର୍କ ଜୋର୍‌ ଜବର୍‌ଦସ୍ତ ନହେବା ଉଚିତ୍‌, ନହେଲେ ଏହି ସମ୍ପର୍କର ଅନ୍ତ ମୃତ୍ୟୁ ବି ହୋଇପାରେ । ଏମିତି ଏକ ଘଟଣା ଛତିଶଗଡ଼ର ରାଜଧାନୀ ରାୟପୁରର ଆରଙ୍ଗ ଅଂଚଳରେ ଘଟିଥିବା ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ପ୍ରେମିକ ହତ୍ୟା
Read More...