ଶାସ୍ତ୍ରୀନଗର ଠାରୁ ଜଣେ ମଦ ବେପାରୀକୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ଶାସ୍ତ୍ରୀନଗର ଠାରୁ ଜଣେ ମଦ ବେପାରୀକୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ ବୋଲି ଖବର ମିଳିଛି । ସୂଚନା ଅନୁସାରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ ପାଇ ବଲାଙ୍ଗିର ଟାଉନ ପୋଲିସ ସହରର ଶାସ୍ତ୍ରୀନଗର ଠାରେ ଚଢଉ କରି ଜଣେ ମଦ ବେପାରୀକୁ ଗିରଫ କରିଛି । ଗିରଫ ମଦ ବେପାରୀ ଜଣକ ଶାସ୍ତ୍ରୀନଗରର ସତ୍ୟପ୍ରିୟ ଦାଶ ବୋଲି ଜଣାପଡିଛି ।

Leave A Reply

Your email address will not be published.

three + nineteen =